Latest Odisha News
Browsing Category

ରାଜନୀତି

ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ କଲା ଆପ୍: ତାଲିକାରେ କେଜ୍ରିୱାଲଙ୍କ ନାଁ ପ୍ରଥମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ଗୁଜୁରାଟ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ପ୍ରଥମରେ ରହିଛି। ଏହା ସହିତ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜେନା ଏବଂ…

ବିଜେପିରେ ଯୋଗଦେଲେ ତେଲକୋଇର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ, ନିକଟରେ ବିଜେଡି ଛାଡିଥିଲେ

ଭୁବନେଶ୍ବର: ବିଜେପିରେ ଯୋଗଦେଲେ ତେଲକୋଇର ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ । ସେ ପ୍ରାର୍ଥୀ ପାଇଁ ଆଶାୟୀ ଥିବାବେଳେ, ଦଳ ଟିକେଟ୍ ନଦେବାରୁ ବେଦବ୍ୟାସ ଅସନ୍ତୁଷ୍ଟ ଥିଲେ । ସେନେଇ ବେଦବ୍ୟାସ ନିକଟରେ ବିଜେଡି ଛାଡିଥିଲେ । ଆଜି ବିଜେପି ରାଜ୍ୟ କାର୍ଯ୍ୟଳୟରେ ବେଦବ୍ୟାସ ସହ ଶହଶହ…

ଭିକେ ପାଣ୍ଡିଆନଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ବର: ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି । ବିଜେପି ଅଭିଯୋଗ କରିଛି ଯେ, ବିଜେଡି ନେତା ତଥା 5-ଟି ଅଧ୍ୟକ୍ଷ ପାଣ୍ଡିଆନ ଆଜି ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଘଂନ କରିଛନ୍ତି । ଦଳ ଆହୁରି କହିଛି ଯେ, ବସ୍ ଦୁର୍ଘଟଣାରେ ଆହତ…

ଦିଲ୍ଲୀପ ରାୟ ରିଟର୍ଣ୍ଣସ୍

ଭୁବନେଶ୍ୱର: ଆସିଲା ବିଜେପି ପ୍ରାର୍ଥୀ ତାଲିକା । ୨୧ଜଣିଆ ତାଲିକାରେ ଅନେକ ସରପ୍ରାଇଜ । ରାଉରକେଲା ରାଜନୀତିକୁ ଫେରିଲେ ଦିଲ୍ଲୀପ ରାୟ । ବଦଳିଲେ ରଣପୁର, ପଟାଙ୍ଗୀ ପ୍ରାର୍ଥୀ । ତୁଟିଲା ଚୈତନ୍ୟ ଦ୍ୱନ୍ଦ୍ୱ । ଭେଟେରାନଙ୍କୁ ଭରସା, ଆମଦାନୀ ନେତାଙ୍କୁ ଟିକେଟ୍ । ଚବିଶ ରାଜନୀତିରେ କେତେ ସଫଳ…

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଏସକେଓ୍ବାଇ ବନ୍ଦ ପାଇଁ ଯୋଜନା କରୁଛନ୍ତି: ବିଜେଡି

ଭୁବନେଶ୍ବର: ବିଏସକେଓ୍ବାଇ କୁ ନେଇ ଧର୍ମେନ୍ଦ୍ରଙ୍କୁ ବିଜେଡିର ତେରଛା ବାଣ । ବିଏସକେଓ୍ବାଇ ବନ୍ଦ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି କହିଲା ବିଜେଡି । ଓଡିଶା ବାହାରେ ବି ବିଏସକେଓ୍ବାଇ ଲାଭ ପାଇଛନ୍ତି ଜନତା । ବିଏସକେଓ୍ବାଇ ନଥିଲେ ୩୮୫ କୋଟିରୁ ଅଧିକ…

ନିର୍ବାଚନ ୨୦୨୪: ବିଧାନସଭା ପାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ଵର: ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା । ପୂର୍ବରୁ ୧୧୨ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଆଜି ଆଉ ୨୧ଟି ବିଧାନସଭା ପାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ବର୍ତ୍ତମାନ ସୁଦ୍ଧା ୧୩୩ ବିଧାନସଭା ଆସନରୁ ବିଜେପି ପାର୍ଥୀ ଘୋଷଣା କରିଥିବା ବେଳେ…

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ବାଚନରୁ ଓହରିଲେ କିରଣ

ମୁମ୍ବାଇ: ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା କିରଣ ଖେର ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି। ସେ ପଞ୍ଜାବର ଶାସକ ବିଜେପିର ଅନ୍ୟତମ ଶକ୍ତିଶାଳୀ ତଥା ପ୍ରିୟ ନେତା ଅଟନ୍ତି ଏବଂ ଚଣ୍ଡିଗଡ଼ ନିର୍ବାଚନମଣ୍ଡଳୀରୁ ଗତ ଦୁଇଟି ଲୋକସଭା ନିର୍ବାଚନରେ ବହୁ…

ଦଳ ବହିଷ୍କାର କଲେ ବି ମଲା ଯାଏ କଂଗ୍ରେସରେ ରହିଛି, ରହିବି: ସୁର ରାଉତରାୟ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭାର ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରି ଦଳୀୟ ଅନୁଶାସନକୁ ଭଙ୍ଗ କରିଥିବା ଅଭିଯୋଗରେ କଂଗ୍ରେସର ଶୀର୍ଷ ନେତୃତ୍ବ ଜଟଣୀ ବିଧାୟକ ତଥା ବିଜେଡି ପ୍ରାର୍ଥୀଙ୍କ ବାପା ସୁରେଶ ଚନ୍ଦ୍ର ରାଉତରାୟଙ୍କୁ ଛଅ ବର୍ଷ ପାଇଁ ବହିଷ୍କାର କରିଛନ୍ତି।…

ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ଏକ ସଫଳତାର କାହାଣୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ଏକ ସଫଳତାର କାହାଣୀ। ଦୁଇ ମାସ ତଳେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ଇଲେକ୍ଟୋରାଲ ବଣ୍ଡକୁ ଅସାମ୍ବିଧାନିକ ଏବଂ ସ୍ପଷ୍ଟ ଭାବରେ ମନମୁଖୀ ବୋଲି ଦର୍ଶାଇ ଏହାକୁ ରଦ୍ଦ କରିଥିଲେ। ଏଏନଆଇକୁ…

କାହାକୁ ଭୟଭୀତ ହେବାର ଆବଶ୍ୟକତା ନାହିଁ, ଯାହା କରୁଛି ବିକଶିତ ଭାରତ ପାଇଁ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନିର୍ବାଚନୀ ଭାଷଣରେ ଦେଶ ପାଇଁ ବଡ଼ ଯୋଜନା ରହିଛି ବୋଲି କହିବା ପରେ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ନିଜ ମନ୍ତବ୍ୟ କୁ ସ୍ପଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ କାହାକୁ ଭୟଭୀତ…