Latest Odisha News

BREAKING NEWS

Browsing Category

ରନ୍ଧାବଢ଼ା

ଚିଲ୍ଲୀ ସୁଇଟ୍ ବେବି କର୍ଣ୍ଣ

ଶ୍ୱେତପଦ୍ମା ପାଢ଼ୀଙ୍କ ରନ୍ଧାବଢ଼ାରୁ ‘ଚିଲ୍ଲୀ ସୁଇଟ୍ ବେବି କର୍ଣ୍ଣ’  ବେବି କର୍ଣ୍ଣ ବା ପରିବା ମକା ସାଧାରଣତଃ ଶୀତ ଦିନେ ଚାଷ କରାଯାଇଥାଏ । ୟାକୁ ଆପଣ ସିଝେଇ କିମ୍ବା ମସରୁମ୍ ସହ ମିଶେଇ ତରକାରୀ କିମ୍ବା ଫ୍ରାଏ କରି ବିଭିନ୍ନ ରକମର ପ୍ରସ୍ତୁତ କରି ପାରିବେ । ଏହା ଏକ ନିରାମିଷ…

ଦହି ବାଇଗଣ 

ଜ୍ୟୋତ୍ସ୍ନା ରାଣୀ ସାହୁଙ୍କ ରନ୍ଧାବଢ଼ାରୁ 'ଦହି ବାଇଗଣ' ଆମର ନିତିଦିନିଆ ଖାଦ୍ୟରେ ଅନେକ ପନିପରିବା ଭିତରେ  ବାଇଗଣର ଚାହିଦା ସବୁଠୁ ଅଧିକ। ଡାଲମା,  ତରକାରୀ,  ଶାଗ ଆଦିରେ ସହ ବାଇଗଣ ପଡ଼େ । ଆଜି ଆମେ ବାଇଗଣକୁ ନେଇ ଆଉ ଗୋଟିଏ 'ଦହି ବାଇଗଣ' ର ପ୍ରସ୍ତୁତି ଶିଖିବା। ସାମଗ୍ରୀ : ଛୋଟ…

ପୁରୀର ବାଡ଼ିଆ ଡାଲ୍‌ମା

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ 'ପୁରୀର ବାଡ଼ିଆ ଡାଲ୍‌ମା' ସଂସ୍କୃତି ଓ ଐତିହ୍ୟର ସହର ପୁରୀ, ଜଗତର ନାଥ ଜଗନ୍ନାଥଙ୍କ ସହିତ ଓତପ୍ରୋତ ଭାବେ ଜଡ଼ିତ । ଏଠି ଦେଖିବାକୁ ମିଳିଥାଏ ଏକ ନିଆରା ଚଳଣୀ । ଜଗନ୍ନାଥଙ୍କ ମହାପ୍ରସାଦରେ ଅନ୍ନ, ଡାଲମା, ବେସର, ମହୁର, ଶାଗ, ସମସ୍ତଙ୍କୁ…

ଚିଙ୍ଗୁଡ଼ି ଡାଲମା

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ 'ଚିଙ୍ଗୁଡ଼ି ଡାଲମା'  ଡାଲି ଓ ପରିବା ସହିତ ଚିଙ୍ଗୁଡ଼ିର ସମିଶ୍ରଣରେ ଯେଉଁ ବ୍ୟଞ୍ଜନ ପ୍ରସ୍ତୁତ ହୁଏ ତାହା ନିରାମିଷ ସହିତ ଆମିଷର ଏକ ମିଶ୍ର ସ୍ୱାଦ ପ୍ରଦାନ କରିଥାଏ । ଗାଁ ଗହଳିରେ ଭୋଜି ବା ଯନ୍ତାଳ ଅବସରରେ ଯେଉଁ ଚିଙ୍ଗୁଡ଼ି ମହୁର ପ୍ରସ୍ତୁତ କରାଯାଏ…

ନୂଆଁଖାଇ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ସମ୍ବଲପୁରୀ ବିଶେଷ ଦୁଦୁରା ପିଠା

ଭୁବନେଶ୍ୱର: ଆଜି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଏହା ଗଣପର୍ବ ହୋଇଥିବା ବେଳେ ସାରା ଓଡିଶାରେ ବେଶ୍ ଧୁମଧାମରେ ପାଳନ କରାଯାଏ । ବର୍ତମାନ କରୋନା କଟକଣା ଯୋଗୁଁ ସବୁକିଛି ଫିକା ପଡିଥିବା ବେଳେ ନୂଆଁଖାଇ ବି ଏଥିରୁ ବାଦ୍ ପଡି ନାହିଁ। କଟକଣା ମଧ୍ୟରେ ପାଳନ ହେବ ନୂଆଁଖାଇ ପର୍ବ । ତେବେ ଘରେ…

ରୋଗ ପ୍ରତିରୋଧକ ଶକ୍ତି ବଢାଏ ପଖାଳ !

ଭୁବନେଶ୍ୱର: ବଢିଚୁରା ସାଙ୍ଗକୁ ମାଛ ଭଜା ହେଉ କି ଭର୍ତ୍ତା, ଗରମ ଦିନରେ ଦହି ପଖାଳର ମଜ୍ଜା ଏବେ ସମସ୍ତେ ନେବାରେ ଲାଗିଛନ୍ତି । ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗରମରେ ଓଡ଼ିଶାର ଘରେ ଘରେ ସକାଳୁ କଂସାଏ ପଖାଳ ଖୋଜାପଡ଼ିଥାଏ । ସାଧାରଣ ଦିନ ଅପେକ୍ଷା ଖରାଦିନରେ ପଖାଳର ମଜ୍ଜା ପ୍ରକୃତରେ ନିଆରା…

ମକର ସଂକ୍ରାନ୍ତି ବିଶେଷ ‘ମକର ଚାଉଳ’ର ପ୍ରସ୍ତୁତି ପ୍ରଣାଳୀ…

ଭୁବନେଶ୍ୱର: ମକର ସଂକ୍ରାନ୍ତି ଦିନ ବନ୍ଧୁତ୍ୱର ସମ୍ପର୍କକୁ ମଜବୁତ୍‍ କରିବା ପାଇଁ ବନ୍ଧୁମାନେ ପରସ୍ପର ହାତରେ ସୂତା ବାନ୍ଧିବା ସହ ପରସ୍ପରକୁ ମକର ଚାଉଳ ଖୁଆଇ ଥାଆନ୍ତି। ଆସନ୍ତୁ ଜାଣିବା ଏହି ମକର ଚାଉଳର ପ୍ରସ୍ତୁତି ପ୍ରଣାଳୀ... ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, କୋରା…

ଓଡ଼ିଆ ଘରର ସୁଆଦିଆ କାକରା ପିଠାର ଇତିହାସ ଓ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ମଧ୍ୟରୁ କାକରା ପିଠା ଅନ୍ୟତମ । ଏହା ମଇଦା, ଗୁଡ଼ ଓ ନଡ଼ିଆରୁ ତିଆରି କରାଯାଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣୀରେ ତିଆରି ପ୍ରସ୍ତୁତ ହୋଇଥାଏ । ଇତିହାସ: ୧୮୧୦ ମସିହାରେ ଖଣ୍ଡପଡ଼ା ଗଡ଼ଜାତର ଶାସନ ଭାର ରାଜା ପୁରୁଷୋତ୍ତମ…

ଜଗନ୍ନାଥଙ୍କ ମହାପ୍ରସାଦ ‘କାନିକା’ର ପ୍ରସ୍ତୁତି ବିଧି, ଜାଣନ୍ତୁ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ତିନିଠାକୁରଙ୍କ ପାଖରେ ପ୍ରତିଦିନ ଲାଗି ହୁଏ ୫୬ ପ୍ରକାର ପ୍ରସାଦ । ଏହି ୫୬ ଭୋଗ ମଧ୍ୟରୁ କାନିକା ଅନ୍ୟତମ । ଏହାକୁ ମିଠା ଅବଢ଼ା ମଧ୍ୟ କୁହାଯାଏ । ଏହା ପ‌ହିଲି ଭୋଗବେଳେ ଏବଂ ଅନ୍ୟ ଦିନେ ମଧ୍ୟ ତିଆରି ହୁଏ । ୧୯୧୦ ମସିହା ପରେ ଏହା ଗୋପାଳ ବଲ୍ଲଭ ଭୋଗର ଅଂଶ ଭାବେ…

ଗଇଁଠା ପିଠା

ଭୁବନେଶ୍ୱର: ଓଡ଼ିଶାର ଘରେ ଘରେ ବାରମାସରେ ତେର ଓଷା ପାଳନ ହୁଏ । ଓଷାବ୍ରତର ଅନ୍ୟ ନାମ ପିଠାପଣା ହୋଇଥାଏ। ଓଷାବ୍ରତ ହେଲା ମାନେ ରୋଷେଇ ଘରୁ ଛୁଟି ଆସେ ନାନାଦି ପିଠାର ମହକ । ତାହା ମଧ୍ୟରୁ ଗଇଁଠା ପିଠା ଅନ୍ୟତମ । ଜାଣନ୍ତୁ ଏହି ପିଠାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ…