Latest Odisha News

BREAKING NEWS

Browsing Category

ରନ୍ଧାବଢ଼ା

ଓଡ଼ିଆ ଘରର ସୁଆଦିଆ ‘ଆରିସା ପିଠା’ର ଇତିହାସ ଓ ପ୍ରସ୍ତୁତି ପ୍ରଣାଳୀ

ଭୁବନେଶ୍ୱର: ଓଡ଼ିଆ ଘରର ପିଠା ମାନଙ୍କ ମଧ୍ୟରେ ଆରିସା ପିଠାର ରହିଛି ସ୍ୱତନ୍ତ୍ର ପରିଚୟ । ଏହାର ରଙ୍ଗ ଓ ବାସ୍ନାରେ ହିଁ ଖାଇବାବାଲାର ପାଟିରୁ ଲାଳ ବୋହି ଆସେ । ଏହା ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଏହା ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ…

ଓଡ଼ିଶାର ପ୍ରସିଦ୍ଧ ମିଠା ‘ଛେନାମୁଡୁକି’ର ପ୍ରସ୍ତୁତି ପ୍ରଣାଳୀ

ଓଡ଼ିଶାର ପ୍ରସିଦ୍ଧ ମିଠା ମାନଙ୍କ ମଧ୍ୟରୁ ଛେନାମୁଡୁକି ଅନ୍ୟତମ । ନିଆରା ଓ ସ୍ଵାଦିଷ୍ଟ ଛେନା ମୁଡୁକି ପାଇଁ ଓଡ଼ିଶାର ଭଦ୍ରକ ଜିଲ୍ଲାର ରହିଛି ବିଶେଷ ନାଁ । ଜାଣନ୍ତୁ ଘରେ ଏହାକୁ କିପରି ପ୍ରସ୍ତୁତ କରିବେ.... ଆବଶ୍ୟକୀୟ ସାମଗ୍ରୀ: ପନିର ୨୦୦ଗ୍ରାମ ଚିନି- ୩୫୦ ଗ୍ରାମ ପାଣି- ୩ କପ…

ଜାଣନ୍ତୁ, ପୋଡପିଠାର ପରମ୍ପରା ଓ ଏହାର ପ୍ରସ୍ତୁତି ପ୍ରଣାଳୀ

ଭୁବନେଶ୍ୱର: ଓଡିଶାର ଘରେ ଘରେ ପୋଡ଼ପିଠା ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ଏହା ସହ ଜଡିତ ପରମ୍ପରା ସହ ଅନେକ ଅବଗତ ନଥିବେ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାସହ ଜଡିତ ପରମ୍ପରା ସମ୍ପର୍କରେ.. ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଜଗନ୍ନାଥଙ୍କ…

ନିମାପଡା ଛେନାଝିଲ୍ଲୀ; ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ମିଠା ଛେନାଝିଲ୍ଲୀ । ଛେନା ଓ ଚିନିସିରାରେ ତିଆରି ଏହି ମିଠାର ଓଡ଼ିଶାର କୋଣଅନୁକୋଣରେ ରହିଛି ବେଶ୍ ଚାହିଦା । ଏହା ପ୍ରଥମ ଥର ପାଇଁ ପୁରୀର ନିମାପଡ଼ାରେ ତିଆରି ହୋଇ ଥିଲା । ନିମାପଡା ସ୍ଥିତ ଶ୍ୟାମସୁନ୍ଦର ଗ୍ରାମର ଆର୍ତ୍ତ ସାହୁ  ନାମକ ଜଣେ ବ୍ୟକ୍ତି…

ତାୱା ପନୀର

ଘରେ ପ୍ରସ୍ତୁତ କରନ୍ତୁ 'ତାୱା ପନୀର’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ- ପନୀର, ଦହି, ଜିରା, ଜୁଆଣି, କସ୍ତୁରୀ ମେଥି, ପିଆଜ, ଅଦା, କଞ୍ଚା ଲଙ୍କା ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଟମାଟୋ ସସ୍‌, କ୍ରିମ୍‌,…

ମୁଗ ଡାଲି ପରଟା

ଭୁବନେଶ୍ୱର: ଘରେ ପ୍ରସ୍ତୁତ କରନ୍ତୁ ମୁଗ ଡାଲି ପରଟା। ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ : ମୁଗ ଡାଲି – ୧କପ୍, ଅଟା – ୨କପ୍, ଲୁଣ – ସ୍ବାଦାନୁସାରେ, କଞ୍ଚା ଲଙ୍କା – ୨ଟିଜିରା – ସାମାନ୍ୟ ତେଲ କିମ୍ବା ଘିଅ – ଆବଶ୍ୟକ ଅନୁଯାୟୀ ପ୍ରସ୍ତୁତ…

ମସରୁମ୍ କୋପ୍ତା

ଭୁବନେଶ୍ୱର: ଘରେ ପ୍ରସ୍ତୁତ କରନ୍ତୁ ‘ମସରୁମ୍ କୋପ୍ତା’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ସାମଗ୍ରୀ ମସରୁମ୍ – ୩ କପ୍ ଆଳୁ – ୩ ଅଦା – ୧ ଚାମଚ ରସୁଣ – ୪ କୋଲା ଗରମ ମସଲା – ୧ ଚାମଚ ଘିଅ – ୧/୨ ଚାମଚ ତେଲ – ଆବଶ୍ୟକ ଅନୁସାରେ ଧନିଆ ପତ୍ର…

ମୁଗ ଖାସି ମାଂସ

ଭୁବନେଶ୍ୱର: ଘରେ ପ୍ରସ୍ତୁତ କରନ୍ତୁ ‘ମୁଗ ଖାସି ମାଂସ’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଗୋଟା ମୁଗ, କଟା ପିଆଜ, କଟା ଟମାଟୋ, ଅଦା ରସୁଣ ବଟା, ଲଙ୍କ। ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ତେଜପତ୍ର, ଡାଲଚିନି, ଗୁଜୁରାତି, ଗୋଲମରିଚ,…

ଭୋପାଲୀ ମଟନ

ଘରେ ପ୍ରସ୍ତୁତ କରନ୍ତୁ ଭୋପାଲୀ ମଟନ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ ମଟନ – ୫୦୦ ଗ୍ରାମ ତେଲ – ଆବଶ୍ୟକ ପରିମାଣରେ କଟା ପିଆଜ – ୩ଟି ତେଜପତ୍ର – ୩ଟି ଗୋଟା ଜିରା, ଧନିଆ, ଡ଼ାଲଚିନି, ବଡ଼ ଅଳେଇଚ, ଗୁଜୁରାତି, ଜାଇତ୍ରି ଫଳ ଲୁଣ – ଆବଶ୍ୟକ…

‘ସ୍ପାଇସି ତାୱା ଫିଶ୍‌ ଫ୍ରାଏ’

ଭୁବନେଶ୍ୱର: ଘରେ ପ୍ରସ୍ତୁତ କରନ୍ତୁ ‘ସ୍ପାଇସି ତାୱା ଫିଶ୍‌ ଫ୍ରାଏ’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ: କଟା ମାଛ, ରସୁଣ-ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରାଗୁଣ୍ଡ, ଦହି, ସୋରିଷ ତେଲ, କଟା ଧନିଆ ପତ୍ର ଓ ଲୁଣ ପ୍ରସ୍ତୁତି ପ୍ରଣାଳୀ:…