Latest Odisha News

BREAKING NEWS

Browsing Category

ଗଳ୍ପ

ଗଳ୍ପ : ସ୍ବପ୍ନ ବୃତ୍ତାନ୍ତ

ପ୍ରସେନଜିତ୍ ସେଠୀ  ଆଜି ରାସ୍ତାଟା ଭାରି ଶୂନଶାନ। ହଁ ଏମିତି ନିର୍ଜନ ରାସ୍ତାରେ, ଏକା ଏକା ଆଗକୁ ବଢ଼ିବାକୁ ଭାରି ଭଲ ଲାଗେ। ଆହା ସେ ମଳୟ ପବନର ଶୀତଳତା, ଯୌବନର ଅନୁଭବକୁ ଆହୁରି ରୋମାଞ୍ଚିତ କରି ଦେଉଛି। ସାମ୍ନାରେ ସୂର୍ଯ୍ୟମୁଖୀ କ୍ଷେତରେ, ବାଳୁତ ସୂର୍ଯ୍ୟଙ୍କ କିରଣ, ଅନ୍ୟ ଏକ…

ଗଳ୍ପ : ଲୋକେ କହୁଛନ୍ତି

ଅଳକା ମହାପାତ୍ର ପରିବା ବ୍ୟାଗଧରି ବଜାରରୁ ଫେରୁଛି, ପଡ଼ୋଶୀ ସସ୍ମିତା କହିଲା, ନାନୀ କଥାଟିଏ ଶୁଣିଛ କି ଗୋ ? ଟିକେ ହସିଦେଇ, କ'ଣ ହେଲା କିରେ କହି, ଚାଲି ଆସୁଥିଲି । ବ୍ୟାଗର ଓଜନ ମୋତେ ବଳିପଡୁଛି, ଛିଡ଼ାହୋଇ କଥା ହେବାକୁ ଇଚ୍ଛା ହେଲାନାହିଁ । ଭାବିଲି ଘରେ ପହଞ୍ଚି ବ୍ୟାଗ ରଖିଲେ,…

ଗଳ୍ପ : ପିଲା ଚୋରି

ସୁକାନ୍ତି ରାଉତ ଘଣ୍ଟାକୁ ଚାହିଁଲା ଅରୁନ୍ଧତୀ। ରାତି ଦୁଇଟା ହେବାକୁ ଆଉ ପନ୍ଦର ମିନିଟ୍‍ ବାକି ରହିଛି। ତଥାପି ଆଖିକୁ ନିଦ ଆସୁନି। ଅନାବନା ଭାବନାରେ ଛନ୍ଦି ହୋଇପଡ଼ୁଛି। ରାତି ପାହି ସକାଳ ହେଲା। ଭାବିଥିଲା ସକାଳଟା ବେଶ୍‍ ଭଲରେ କଟିବ। ଖବରକାଗଜ ବାଲାର କଲିଂ ବେଲ୍‍ରେ କବାଟ ଖୋଲି…

ଗଳ୍ପ : ଦୃଶ୍ୟ ଅଦୃଶ୍ୟ

ସ୍ମୃତି ପଟ୍ଟନାୟକ ସେଦିନ ଥିଲା କାର୍ତ୍ତିକ ପୂର୍ଣ୍ଣିମା। ଏମିତିରେ ତିଥି ଅନୁସାରେ ମୋର ସେଦିନ ସ୍ବନକ୍ଷତ୍ର ଦିବସ । ଆମେ ସକାଳୁ ମହାନଦୀ କୂଳରେ ଡଙ୍ଗା ଭସାଇ କଟକରୁ ବାହାରିଲୁ ପୁରୀ । ବାଟ ମଙ୍ଗଳାଙ୍କ ପାଖରେ ଗାଡ଼ି ରଖି ଦର୍ଶନ କଲୁ। ସେଇଠୁ ପ୍ରବଳ ଜନସମାଗମ ଆରମ୍ଭ ହୋଇଗଲା। ଏତେ ଗହଳି…

କବିତା : ତୁମେ

ମୈତ୍ରୀମୟୀ ନାୟକ ତୁମେ ଭିନ୍ନ ବହୁତ ଭିନ୍ନ ମୋ ଭାବନା ପୁରୁଷଠାରୁ, ସମସ୍ତଙ୍କଠାରୁ ତ କହିପାରିବିନି କିନ୍ତୁ ମୋ ନଜରରେ ଆସିଥିବା ପୁରୁଷଙ୍କଠାରୁ । ତୁମ ଚିନ୍ତାଧାରା ଖୋଜୁଥିବା ସମସ୍ୟାର ସମାଧାନ, ସମାଜକୁ ଦେଖିବାର ଦୃଷ୍ଟିଭଙ୍ଗୀ ସବୁଠାରୁ ଅଲଗା । ପ୍ରେମର ପରିଭାଷା ଆଉ…

ଗଳ୍ପ : କାର୍ତ୍ତିକ ହବିଷ

ରବି ପଣ୍ଡା  ବଡ଼ ଓଷାରେ ବଡଦେଉଳକୁ ଆସି ବଡଠାକୁରଙ୍କୁ ଦର୍ଶନ ବେଳେ ଦଳାଚକଟାରେ କେତେକ ବ୍ରୁଦ୍ଧା ହବିଷ୍ୟାଳୀଙ୍କ ମୃତ୍ୟୁ ଖବର ଶୁଣି ଉଚ୍ଛନ୍ନ ହେଇଗଲା ଅକ୍ରୁର। ଘରକୁ ଦୌଡି ଯାଇ ଟିଭିରୁ ସମ୍ବାଦ ଶୁଣିବାକୁ ଖୋଲି ଦେଇଚି ତ ପତ୍ନୀ ହାଉଆ ପାଟିଟେ କଲେ, କ’ଣ ହେଲା? ଇମିତି ନଙ୍ଗଳା ମୁକୁଳା…

ଗଳ୍ପ : ଅନ୍ତର୍ଦାହ

ଯାଜ୍ଞସେନୀ ହୋତା ଆଜି , ସବୁ ମଲ୍ଲିଫୁଲ ତୋଳା ହେବ। ତିନୋଟି ମାଳ ଯିବ ଜଗନ୍ନାଥ ମନ୍ଦିରକୁ ।  ଯତ୍ନରେ ତୋଳିବ, ଯେମିତି କଢ ଦେହରେ ହାତ ନ ବାଜେ। ମଲ୍ଲି ଫୁଲଗୁଡିକୁ ଅନେଇ ଧିରେ ଧିରେ ପାଦ ପକେଇ କହୁଥିଲେ ଜେଲ କର୍ତ୍ତୁପକ୍ଷ। କାନ୍ତା , ପାଛିଆ ଗୁଡା ଆଣି ସମସ୍ତ ଅନ୍ତେବାସିନୀଙ୍କୁ…

ଗଳ୍ପ : ନଈର ଡାକ

କାମଦେବ ମହାରଣା  ଆଜି ବି ତାର ଫୋନ ଆସିଲାନି। ୟା ଅର୍ଥ ଏଇଆ ନୁହେଁ ଯେ ସେ ସବୁଦିନ କଲ୍ କରେ କିନ୍ତୁ ମୋ ମୋବାଇଲ୍ ରେ କଲ୍ ଆସିବା ମାତ୍ରେ ମୁଁ ତା କଥା ଭାବେ।ଭାବିବାକୁ ଭଲଲାଗେ। ମୁଁ ଜାଣିଛି ଆପଣ ଏବେ ତା ନାଁ ପଚାରିବେ।ହେଲେ କ୍ଷମା କରିବେ ।ଆପଣ ଯେତେ ପଚାରିଲେ ବି ତା ନାଆଁ…

ଗଳ୍ପ : ବାପା

ସୁଜାତା ପତି ରାମୁ ସବୁଦିନ ବାପାଙ୍କ ସାଇକେଲରେ ସ୍କୁଲ ଯାଏ। ଘରଠାରୁ ସ୍କୁଲ ଅଳ୍ପ ଦୂର। ତା'ବାପାଙ୍କର ପାନ ଦୋକାନ... କିଛି ସମୟ ଦୋକାନ ବନ୍ଦ କରି ରାମୁକୁ ସ୍କୁଲରେ ଛାଡନ୍ତି। ସ୍କୁଲ୍ ଛୁଟି ହେଲେ ସାଙ୍ଗମାନଙ୍କ ସହିତ ଘରକୁ ଫେରେ ରାମୁ। ମାଆ ଖାଇବା ତିଆରି କରି ଟିଫିନ୍ ପ୍ରସ୍ତୁତ…

ଗଳ୍ପ : ସେଇ କାଳି ଝିଅଟି

ସୁଷମା ପରିଜା  ଏକ ନମ୍ବର ହାଟ ଲୁଗା ଦୋକାନରେ ପୁଅ ପାଇଁ ଡ୍ରେସ୍ ବାଛୁ ବାଛୁ ହଠାତ୍ ତାଙ୍କୁ ଦେଖି ହାତଟା ଅଟକି ଗଲା ସୌମିତ୍ରର। କଣେଇ କଣେଇ ଆଉ ଟିକିଏ ଭଲ କରି ଚାହିଁଲା ।  ସେ କିଛି ଦୂରରେ ଛିଡା ହୋଇ ପୋଷାକ ଦେଖୁଥିବା ମହିଳା ଜଣଙ୍କୁ । ତାଙ୍କର ଚେହେରାଟି ଦୋ ଦୋ ଚିହ୍ନା ମନେହେଉଥିଲା…