Latest Odisha News

BREAKING NEWS

Browsing Category

ଗଳ୍ପ

ଅନୁବାଦ ଗଳ୍ପ : ଗଙ୍ଗା ଏପାରି, ଗଙ୍ଗା ସେପାରି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୨ ମୂଳ ବଙ୍ଗଳା: ଜ୍ୟୋତିର୍ମୟୀ ଦେବୀ ଅନ୍ଧାର ରାତି । ଜଙ୍ଗଲର ଅରମା ବଣବୁଦା ଭିତରେ ପଶି ସେମାନେ ଏକମୁହାଁ ଆଗକୁ ଚାଲିଥିଲେ । ସେମାନଙ୍କୁ ଭଲ ରାସ୍ତା ମାଲୁମ ଥିଲା । କିନ୍ତୁ ଜାଣିଶୁଣି ଏଭଳି ରାସ୍ତାରେ ଯିବାକୁ ହିଁ ସେମାନେ…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୧ ମୂଳ କନ୍ନଡ଼: ଏଚ ଭି ସାବିତ୍ରାମ୍ମା  ଏଇ ଗଲା ଦି’ ସପ୍ତାହ ତଳେ ଚନ୍ଦ୍ର ତା’ର ଶ୍ୱଶୁର ଘରକୁ ଫେରିଥିଲା । କିନ୍ତୁ ସେ ଯେଉଁ ଭୟଙ୍କର ପରିସ୍ଥିତିର ସାମ୍‌ନା କରି ଆସିଥିଲା, ତା’ ମନରୁ ସେ ସ୍ମୃତି ଲିଭି ନ ଥିଲା । ସେଥିରୁ ସେ…

ଅନୁବାଦ ଗଳ୍ପ : ଆସ ଭଉଣୀ ଫତିମା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୦ ମୂଳ ପଞ୍ଜାବୀ: ବଳଦେବ ସିଂହ ଦୀପାବଳି ପୂର୍ବରୁ ଫି’ବର୍ଷ ଘରର ସବୁ ଅଦରକାରୀ ଜିନିଷ ଓ ଅଳିଆ ଆବର୍ଜନା ସଫା କରିବା ମୋର ଅଭ୍ୟାସରେ ପଡ଼ି ସାରିଥିଲା । ପ୍ରତିବର୍ଷ ପରି ଏ ବର୍ଷ ବି ମୁଁ ସେଇ କାମରେ ଲାଗିପଡ଼ିଥିଲି । ଘରୁ ଅଦରକାରୀ…

ଗଳ୍ପ : କାଳିଆ ଭରସା

ଆୟୁଷ ବଢ଼ାଇ ନିକିତାର ଆଖିରେ ନିଦ ନାହିଁ । ଜେଜେମାର କଥା ମନେ ମନେ ଭାବୁଥାଏ ଯେ ଠାକୁରଙ୍କର ବିନା ଅନୁମତିରେ ପତ୍ରଟିଏ ମଧ୍ୟ ହଳେ ନାହିଁ । ତେବେ ପୁଣି ବଡଠାକୁରଙ୍କର ଡାକରା ନ ଥିଲେ କିଏ କଣ ଶ୍ରୀକ୍ଷେତ୍ରକୁ ଯାଇପାରିବ। ସବୁ ସେହି ଜଗା କାଳିଆ ଡୋରୀରେ ବନ୍ଧା। ସ୍ବାମୀ ଆରପାରିକୁ…

ଅନୁବାଦ ଗଳ୍ପ : ନଦୀ ଓ ସେତୁ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୯  ମୂଳ ହିନ୍ଦୀ : ମହୀପ ସିଂହ  ଲାହୋର ଷ୍ଟେସନରୁ ଯେତେବେଳେ ଟ୍ରେନ୍ ଛାଡ଼ିଲା, ମୋ ମନ ଭାରାକ୍ରାନ୍ତ ହୋଇଉଠିଲା । ଏବେ ଆମେ ଯେଉଁ ସ୍ଥାନ ଆଡ଼କୁ ଅଗ୍ରସର ହେଉଥିଲୁ, ସେଠାରେ ଆଜକୁ ଚଉଦବର୍ଷ ପୂର୍ବେ ଏକ ଅଭାବନୀୟ ସଂହାରଲୀଳ ସଂଘଟିତ…

ଅନୁବାଦ ଗଳ୍ପ : ପୁଣି ଥରେ ଲେଉଟାଣି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୮  ମୂଳ ପଞ୍ଜାବୀ: ଗୁରୁଦିଆଲ ସିଂହ ପଞ୍ଝାଏ ଟୋକା ହାତରେ ଫାର୍ଶ, ଠେଙ୍ଗା ଆଉ ବର୍ଚ୍ଛା ଧରି ଅନ୍ଧାର ରାତିରେ ପଇଁତରା ମାରୁଥିଲେ । ସେମାନେ ଗାଆଁକୁ ସୁରକ୍ଷା ଦେଲଲାଗି ଏମିତି ପହରା ଦେଉଥିଲେ । କିନ୍ତୁ ଲାଗୁଥିଲା ସତେ ଯେମିତି…

ଗଳ୍ପ : ବନ୍ୟା

ଅରବିନ୍ଦ ଦାସ ସାର, ଏ ବନ୍ୟା, ପ୍ରକୃତରେ ଜୀବନ ବଦଳାଇ ଦିଏ। ଲକ୍ଷପତି ଲୋକ ବି ଦାଣ୍ଡର ଭିକାରୀ ହୋଇଯାଏ।" ସହକର୍ମୀ କେଦାରର କଥା ଶୁଣି ଟିଭିକୁ ଅନାଇଲେ ଦୀପକ। ବନ୍ୟା ଯୋଗୁଁ ତାଙ୍କ ଛୁଟି କ୍ୟାନ୍ସଲ। ସ୍ପେଶାଲ ରିଲିଫ ଅଫିସର ଭାବେ ଦାୟିତ୍ୱ ବହନ କରି ବନ୍ୟା ଅଞ୍ଚଳ ବୁଲିବାକୁ…

ଗଳ୍ପ : ପାର୍ସଲ

ଶ୍ୱେତପଦ୍ମା ପାଢୀ ଡେଲିଭରୀ ବୟଟି ପାର୍ସଲ ଧରେଇ ଦେଇ ଚାଲିଗଲା । ପ୍ରାପ୍ତେଷୁ ସ୍ଥାନରେ ବାପାଙ୍କ ନାଁ ଲେଖା ହେଇଛି କିନ୍ତୁ ପ୍ରେରକ ସ୍ଥାନରେ ନାଁ ସହ ସଂଜ୍ଞାଟି ନଥିଲା । ନଥିଲା ବି ପ୍ରେରକର ଠିକଣା । ବାପା ଘରେ ସମସ୍ତଙ୍କୁ ପଚାରିଲେ କାହାର ଅନଲାଇନ୍ କିଛି ଜିନିଷ ଆସିବାର ଥିଲା କି ?…

ଅନୁବାଦ ଗଳ୍ପ : ଡେରା ବାବା ନାନକ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୭ ମୂଳ ଉର୍ଦ୍ଦୁ : ଯୋଗୀନ୍ଦର ପାଲ୍‌ ଯେତେବେଳେ ଶରୀରକୁ କିଛି ଗୋଟିଏ ବାଧା ପହଞ୍ଚେ, ତାହା ଆତ୍ମାକୁ ବି ଛୁଇଁଥାଏ । ଜୀବନସାରା ସେ ସ୍ମୃତି ଅପାସୋରା ରହିଯାଏ । ସେଇଥିପାଇଁ ପ୍ରାୟ ପଚାଶ ବର୍ଷ ବିତି ସାରିଥିଲେ ସୁଦ୍ଧା ବାରମ୍ବାର…

ଅନୁବାଦ ଗଳ୍ପ : ମାଳପ୍ରସ୍ଥ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୬  ମୂଳ ହିନ୍ଦୀ: ଉପେନ୍ଦ୍ର ନାଥ ଅସ୍କ ‘ଆପଣ ଜଣେ ସାଧାସିଧା ଦିଲ୍‍ଖୋଲା ଲୋକ ପରି  ଜଣାପଡ଼ୁଚନ୍ତି, ସେଇଥି ଲାଗି ମୁଁ ଭାବିଲି ଆପଣଙ୍କୁ ବି ମାଗିବି ବୋଲି’, ଶେଠ୍‍ ସାହେବ କହିଲେ । ‘ଆପଣ ନିଶ୍ଚିନ୍ତ ରହନ୍ତୁ । ଏକଥା ମୁଁ…