Latest Odisha News

BREAKING NEWS

Browsing Category

ସାହିତ୍ୟ

ସାହିତ୍ୟ, ସାମୁହିକ ହିତ ସାଧନର ମାଧ୍ୟମ : ଗୌରପ୍ରିୟା ଦାଶ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଗୌରପ୍ରିୟା ଦାଶ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

କବିତା : ସ୍ବପ୍ନର ଉତ୍କଳ

ସ୍ଵାଗତିକା ସାହୁ ଉତ୍କଳ ମୋହର ବୀର ପ୍ରସବିନି ମାଟି ପାଣି ତାର ବାସ୍ନା ସେ ବାସ୍ନାରେ ଥରେ ବିମୋହିତ ପରେ ଭୁଲିଯାଅ ଯାହା ଚିହ୍ନା । ସେଇ ବାସ୍ନାରେ ବିମୋହିତ ହୋଇ ଦେଖିଥିଲ କେତେ ସ୍ବପ୍ନ ମଧୁ ବାବୁ ତୁମ ସେଇ ସ୍ବପ୍ନ ସବୁ ସାକାର ହେଲାକି କ୍ଷୁର୍ଣ୍ଣ ? ମାତୃଭାଷା ପାଇଁ…

ଭାଷା ଭାଗବତ : ଅତୁଲ୍ୟ ଉପହାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଧର୍ମଧାରଣାଶ୍ରିତ ବିଧି ତୋଳିଲେ ଅଲଂଘ୍ୟ ପରିଧି ବ୍ୟକ୍ତି, ଜାତିର ଅଭିବୃଦ୍ଧି ମାର୍ଗ ଅବଶ୍ୟ ହୁଏ ରୁଂଧି ନୈତିକତା ଓ ମାନବତା ବ୍ୟତୀତ ରାଷ୍ଟ୍ରର କ୍ଷମତା ହୁଅଇ କେବଳ ପ୍ରତୀକ ବୁଝଂତିନାହିଁ ବହୁ ଲୋକ ଯିଏ ବି ନିରୀଶ୍ବରବାଦୀ…

କବିତା : ଘର

ଡମ୍ବରୁଧର ବେହେରା  ଦୁଇଟି ଚାଳଘର ଘର ଉପରେ ଆକାଶ ଚାଳଘର କୋଣରେ ଚୁଳିଆ ଚଢେଇର ବସା, ଶାବକ ଆସି ଅଣ୍ଡା ଦେଇ ପୁଣି ବଡ଼ ହେଇ ଉଡିଯିବା ପରେ ଗୋଟେ ସଫେଦ ଗୋଲାକୃତ ଆଙ୍କିଦେଲା ପରେ ତମକୁ ଦେଖେଇ କହିଲି ଦେଖ “ମଲା ଜହ୍ନ” ବଢିଆ ହେଇଛି ନା ? ତମେ ଅବିକଳ ସେମିତି ଆଙ୍କିଲ ଓ କହିଲ…

ଭାଷା ଭାଗବତ : ସ୍ବେଚ୍ଛାଚାର ଓ ଭିନ୍ନାଚାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସ୍ବ-ଇଚ୍ଛା ଥିଲେ ସ୍ବେଚ୍ଛାଚାର ନ କରି, କଲେ ଭିନ୍ନାଚାର ଥରଟେ ଲୋଡ଼ୁଛି ବିଚାର ବିଷୟ ହେବ ପରିଷ୍କାର ସ୍ବେଚ୍ଛାଚାରୀ ହେଲେ ସୁଯୋଗ୍ୟ ଉଠେ ଅସଂଖ୍ୟ ଅଭିଯୋଗ ଏହା ଏ ଦେଶର ପ୍ରକୃତି ସବୁଠି ଚଳେ ରାଜନୀତି ରାଜନୀତିର ସୀମାରେଖା…

ଭାଷା ଭାଗବତ : ମତଦାତାର ନିରବତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିର୍ଜନ ଏବେ ରାଜୋଦ୍ୟାନ ଜନୋଦ୍ୟାନରେ ନାହିଁ ତୃଣ ଏ ସବୁ ବୋଲାଂତି ବଗିଚା ଗୋଟେ କଂଚା, ଆରଟି ପଚା ଟଳିଯାଇନି ରାଜାସନ ମାଟି ହୋଇଛି ଜନାସନ ଏପରି ହୋଇଛି ବ୍ୟବସ୍ଥା ଅନୁପସ୍ଥିତ ସବୁ ଆସ୍ଥା ଜନତା ଅଜାଡ଼ିଲେ ମତ ନେତା ହୁଏ…

ଭାଷା ଭାଗବତ : ବହୁରୂପୀ ଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯାହାର ନାହିଁ କାମ, ଧଂଦା ସିଏ ହିଁ ମାଗିବୁଲେ ଚାଂଦା ଯିଏ ପାରେନି ଲୁଟି, ଖଟି ସିଏ ଆଦାୟ କରେ ବଟି ଯେଉଁ ବାଟରୁ ଆସୁ ଧନ ତାହାକୁ ମାନ ଓ ସମ୍ମାନ ପ୍ରାପ୍ତ ହୁଅଇ ନିତି ଦିନ ଏମିତି ଚଳେ ଏ ଜୀବନ ଯଦି କାହା କାମ କରୁଛ ନ…

ବାରଣାସେୟ ଉତ୍କଳ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳିତ

ବାରଣାସୀ : ବାରଣାସେୟ ଉତ୍କଳ ସମାଜ ଆନୁକୂଲ୍ୟରେ କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ବିଜ୍ଞାନ ସଂସ୍ଥାନରେ ଥିବା ସେମିନାର ହଲରେ ଉତ୍କଳ ଦିବସ ଧୂମଧାମରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାରଣାସୀ ଲୋକୋମୋଟିଭ ୱାର୍କ (ବି.ଏଲ.ଡବ୍ଲ) ମୁଖ୍ୟ ପ୍ରବନ୍ଧକ ବାସୁଦେବ ପଣ୍ଡା…

ଭାଷା ଭାଗବତ : କଳ୍ପିତ ଯଶ-ସୁଖ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପାକଳ ହେଲେ ଦୃଷ୍ଟିଭଂଗୀ ସୃଷ୍ଟି ବି ହୁଏ ସତ୍ୟ-ସଂଗୀ ନ ଥାଏ କୌଣସି ଆଶଂକା ଲେଖକ ଲେଖେ ଏକାଏକା ପାଠକ ପଢ଼େ ଏକାଏକା ଲେଖକ ପାଏନି ତା' ଦେଖା ତେବେ ବି ଏ ଶୁଦ୍ଧ ସଂପର୍କ ସର୍ବଦା ହୁଅଇ ନିର୍ଭୀକ ପାଠକ ନ ପଢ଼ିଲେ ଲେଖା…

ଭାଷା ଭାଗବତ : ସାହିତ୍ୟ ପୃଷ୍ଠା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସାହିତ୍ୟକୁ କେତେ ଗୁରୁତ୍ବ ଦିଅଂତି ଏଠି ବାର୍ତା-ଦୂତ ସ୍ପଷ୍ଟ ପଡ଼ୁଛି ସତ୍ୟ ଜଣା କରିଲେ ପୃଷ୍ଠାର ଗଣନା ସାତ ଦିନରେ ଏକ ପୃଷ୍ଠା ଦେବାକୁ ନିର୍ଲିପ୍ତ ପ୍ରଚେଷ୍ଟା କରି, ଦେଖାଂତି ଭାଷା-ନିଷ୍ଠା ସାହିତ୍ୟ ହୁଏ ହଟହଟା ଅଥଚ ଅନ୍ୟ…