Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ତୁମେ

ମୈତ୍ରୀମୟୀ ନାୟକ ତୁମେ ଭିନ୍ନ ବହୁତ ଭିନ୍ନ ମୋ ଭାବନା ପୁରୁଷଠାରୁ, ସମସ୍ତଙ୍କଠାରୁ ତ କହିପାରିବିନି କିନ୍ତୁ ମୋ ନଜରରେ ଆସିଥିବା ପୁରୁଷଙ୍କଠାରୁ । ତୁମ ଚିନ୍ତାଧାରା ଖୋଜୁଥିବା ସମସ୍ୟାର ସମାଧାନ, ସମାଜକୁ ଦେଖିବାର ଦୃଷ୍ଟିଭଙ୍ଗୀ ସବୁଠାରୁ ଅଲଗା । ପ୍ରେମର ପରିଭାଷା ଆଉ…

ଗଳ୍ପ : କାର୍ତ୍ତିକ ହବିଷ

ରବି ପଣ୍ଡା  ବଡ଼ ଓଷାରେ ବଡଦେଉଳକୁ ଆସି ବଡଠାକୁରଙ୍କୁ ଦର୍ଶନ ବେଳେ ଦଳାଚକଟାରେ କେତେକ ବ୍ରୁଦ୍ଧା ହବିଷ୍ୟାଳୀଙ୍କ ମୃତ୍ୟୁ ଖବର ଶୁଣି ଉଚ୍ଛନ୍ନ ହେଇଗଲା ଅକ୍ରୁର। ଘରକୁ ଦୌଡି ଯାଇ ଟିଭିରୁ ସମ୍ବାଦ ଶୁଣିବାକୁ ଖୋଲି ଦେଇଚି ତ ପତ୍ନୀ ହାଉଆ ପାଟିଟେ କଲେ, କ’ଣ ହେଲା? ଇମିତି ନଙ୍ଗଳା ମୁକୁଳା…

ଭାଷା ଭାଗବତ : ଦୁଶୁଚି କି ଏ ଦଶା ?

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଋ ଯଦି ସତେ ରୁ ହୁଅଂତା ଅଋଣ, କଋଣ ଦିଶଂତା ଲେଖିଲେ ଋଚି ଅବା ଋଟି କେହି କରଂତେନାହିଁ ପାଟି ହାତ ଲେଖିଲେ ସୁଦ୍ଧା ହ୍ୟ ପାଟି ତ କହୁଥାଏ ଝ୍ୟ ବାହ୍ୟ : ବାଝ୍ୟ ଓ ସହ୍ୟ : ସଝ୍ୟ କେଉଁଟି ଆମ ପରିଚୟ ? ଲେଖୁଛୁଁ ଯୁଦ୍ଧ, କହୁଁ ଜୁଧ୍ୟ…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମନୋରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ସମାରୋହ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି । ଏକାଡେମୀର ସଭାପତି ଜକ୍ଟର ହୃଷୀକେଶ ମଲ୍ଲିକଙ୍କ ପୌରାହିତ୍ୟରେ ଆୟୋଜିତ…

କବିତା : ସ୍ୱପ୍ନଭୁକ୍

ରାଜ କିଶୋର ଦାସ ଫେରେଇ ଦେବାର କଳା ଜାଣି ହୋଇନି ବୋଲିତ ଯେତେ ନିବୁଜ କରି ଆଖି ବନ୍ଦ କଲେ ବି ଭରିଯାଏ ଆଖିରେ ଆଖିଏ ସ୍ୱପ୍ନ । ଘର କେଉଁଠି ତା’ର ଯେ ବେଧଡ଼କ ଚାଲି ଆସେ ନିଦ, ଅଧାନିଦ, ବେ ନିଦ ଦି ନିଦ ଫରକ ପଡ଼େନି। ରାତି ପାହାନ୍ତା ସକାଳ ଯେତେବେଳେ , ସେତେବେଳେ ରାଜ…

ଭାଷା ଭାଗବତ : ନିଜର ସହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଆୟୁଷ ଯଦି ଜଣା ନାହିଁ ବୟସ ଗଣିବି କିପାଇଁ ତ୍ରିକାଳ ମୋଠାରେ ମିଳିତ ହୋଇ ତ ଅଛଂତି ଜୀବିତ କେବେ ମୁଁ ଯାହା ଭାବୁଥିଲି ଏବେ ତା ସତେ ହୋଇଗଲି କିଛି ତ ଯାଇନି ବଦଳି ସ୍ବଦେହ ଅଛି ଆଗ ଭଳି ଭାଟକୁ କହିଲି ମୁଁ ' ଭାଗ୍‌ ନିଜ କାମରେ…

କବିତା : ଅନ୍ଧାରର ଗୀତି

ସୁଜାତା ମିଶ୍ର ଗୁଣୁଗୁଣାଏ ଥୋକା ଥୋକା ଅନ୍ଧାର ନିବିଡ଼ତାର ଗୀତି.. ଅନ୍ତରଙ୍ଗ କିଛି ଅନୁଭୂତି.., ମେଘ କାନେ ଚୁପ୍ କରି କିଛି କହେ, କେବେ ପାହାଡ଼ ସାରା ଅଜାଡ଼ି ଦିଏ ତାମସିକ ଶୋଷର ତାତି, କେରାଏ ଅବସୋସ, ଠୋପାଏ ଅଶାନ୍ତି.., ଚାରି ଆଡ ଶୂନ୍ ଶାନ୍.. ଛାତି ତଳ ଅନ୍ଧାରୁଆ…

ଭାଷା ଭାଗବତ : ସାହିତ୍ୟର ଶେଷ କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଭାଷା, ସାହିତ୍ୟେ ଶେଷ କଥା ସଂଧାନ କରିଲେ ଅଯଥା କେବେ ବି ମିଳିନାହିଁ ତାହା ଅଂକା ବଂକା ମନକୁ ରାହା ଶବ୍ଦର ଯେତେକ ସାଧକ ନ ହୋଇ କାହାର ବାଧକ ଅଥବା ନୀତି ନିର୍ଧାରକ ଅଜାଡ଼ିଦେଲେ ଶବ୍ଦ ତକ ତହିଁରୁ ମିଳିଲେ ଭାବାର୍ଥ ପାଠକେ ମଣଂତି…

ଧୈର୍ଯ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସଂକଟ ସମୟରେ ଉଦବିଘ୍ନତା ଓ ବିଚଳିତ ହେବା । କଠିନ ପରିସ୍ଥିତିରେ ମନର ସ୍ଥିରତା ଆଣିବା ଏବଂ ସହନଶୀଳତାର ସହିତ କାର୍ଯ୍ୟ କରିବାକୁ ହିଁ ଧୈର୍ଯ୍ୟ କୁହାଯାଏ । ବସ୍ତୁତଃ ଧୈର୍ଯ୍ୟ ନକରାଞଗକ ପୂର୍ବରୁ ସକାରାଞଗକ ମନୋଭାବ ପୋଷଣ ଓ…

ଅନୁବାଦ କବିତା : ମାପଦଣ୍ଡ ବଦଳାଅ

ମୂଳ ହିନ୍ଦୀ: ଦୁଷ୍ୟନ୍ତ କୁମାର ମୋ ପ୍ରଗତିର ଅବା ଅଗତିର ଏଇ ମାପଦଣ୍ଡ ତୁମେ ବଦଳାଅ, ଜୁଆର ତାସ ଭଳି ମୁଁ ଏବେ ଅନିଶ୍ଚିତତା ଭିତରେ । ମୋ ଉପରେ ଚାରିଆଡ଼ୁ ଆକ୍ରମଣ ହେଉଛି, ପତ୍ର କଅଁଳୁଛି ପତ୍ର ଝଡ଼ା ଦେଉଛି, ମୁଁ ନୂଆ ହେବା ପାଇଁ ରନ୍ଦାରେ ଚଢ଼ୁଛି, ଲଢ଼ି ଲଢ଼ି…