Latest Odisha News
Browsing Category

Video

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

ମୁମ୍ବାଇ: କୁହାଯାଏ ବୟସ ମାତ୍ର ଏକ ସଂଖ୍ୟା। ପ୍ରାୟତଃ ଅଧୂକ ବୟସ ହୋଇଯାଇଥିବା ବୃଦ୍ଧଙ୍କୁ ଦେଖ୍ ନାନା ପ୍ରକାରର କଥା କହି ଦିଅନ୍ତି। ଅନେକଙ୍କୁ ଲାଗେ ବୟସ ହୋଇଯାଇଥିବା ଲୋକଙ୍କୁ କିଛି କାମ କରିପାରନ୍ତି ନାହିଁ । କେବଳ ଆରମ ଦରକାର ହୋଇଥାଏ। ହେଲେ ମନରେ ଆତ୍ମ ବିଶ୍ବାସ ଥିଲେ ମଣିଷ ସବୁ କିଛି…

କୁକୁର ଭାବି ଘରେ ପାଳିଥିଲେ ଭାଲୁ

ବେଜିଂ: ମଣିଷର କାମରେ ଆସୁଥିବା ପଶୁଙ୍କ ମଧ୍ୟରୁ କୁକୁର ଅନ୍ୟତମ । କୁକୁର ଗୃହପାଳିତ ଏବଂ ପ୍ରଭୁ ଭକ୍ତ । କୁକୁରକୁ ବିଶ୍ୱାସୀ ବୋଲି ମଧ୍ୟ କୁହାଯାଏ। ଅନେକଙ୍କର କୁକୁର ରଖିବାର ସଉକ ରହିଥାଏ । କୁକୁର ରଖିବା ଏବେ ଆଭିଜାତ୍ୟର ସଂକେତ ହୋଇଛି । ଗୋଟିଏ ଗୋଟିଏ କୁକୁରର ମୂଲ୍ୟ କୋଟିଏ ପର୍ଯ୍ୟନ୍ତ…

ମାତ୍ର ୪ମିନିଟରେ ଚିହ୍ନିଲେ ୧୯୭ଦେଶର ଜାତୀୟ ପତାକା

ଚେନ୍ନାଇ: ବୟସ ମାତ୍ର ୩ବର୍ଷ । ହେଲେ ହେଲେ ମନେ ରଖିବାର ଶକ୍ତି ଅପାର । ସେଥିପାଇଁ ତ ଏତେ କମ୍ ବୟସରୁ ତାଙ୍କ ନାଁ ରହିଛି ଆନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡରେ । ମାତ୍ର ୪ମିନିଟରେ ଜାତୀୟ ପତାକା ଚିହ୍ନି ୧୯୭ଦେଶର ନାଁ କହିଲେ ଦର୍ଶନ । ସସିରେଖା ଏବଂ ଭରତଙ୍କ ପୁତ୍ର ଦର୍ଶନ ତାମିଲନାଡୁରେ…

ପକ୍ଷୀ, ମଣିଷର ନିଆରା ସମ୍ପର୍କ

ସାଧାରଣତଃ ଯେତେବେଳେ ପକ୍ଷୀମାନେ ମଣିଷକୁ ଦେଖନ୍ତି, ସେମାନେ ସେମାନଙ୍କଠାରୁ ଦୂରେଇ ଯାଆନ୍ତି । ଯାହା ଦ୍ୱାରା ସେମାନଙ୍କର କିଛି କ୍ଷତି ନ ହୁଏ । କିନ୍ତୁ କିଛି ସ୍ଥାନରେ ପକ୍ଷୀ ଓ ମଣିଷ ଭିତରେ ସମ୍ପର୍କ ଖୁବ୍ ନିଆରା । କିଛି ବନ୍ଧୁତା ଅକସ୍ମାତ ଗଢ଼ାହୁଏ, ଆଉ ସବୁଦିନ ପାଇଁ ଅମର ହୋଇଯାଏ।…

ନିଆରା ବ୍ରେକଅପ୍ କାହାଣୀ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଏପରି ଅନେକ କାହାଣୀ ଅଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସାଧାରଣତଃ ବ୍ରେକଅପ୍ ହେଲେ ​​ ସମସ୍ତଙ୍କୁ ଅଳ୍ପବହୁତ ଦୁଃଖ ହୋଇଥାଏ । କିନ୍ତୁ କ’ଣ ଆପଣ କେବେ ‘ଲେଟର୍‌ ଅଫ୍‌ କ୍ଲୋଜର୍‌’ ବା ‘ସମାପନ ପତ୍ର’ ଦେଇ କାହା ସହ ସଂପର୍କ ଭାଙ୍ଗିବା କଥା…

ଏଣିକି ରେଷ୍ଟୁରାଣ୍ଟରେ ଖାଇବେ କୁକୁର

ଏକ ସମୟ ଥିଲା ଯେତେବେଳେ ରେଷ୍ଟୁରାଣ୍ଟକୁ ଗୃହପାଳିତ ପଶୁମାନଙ୍କୁ ପ୍ରବେଶ ପାଇଁ  ଅନୁମତି ନଥିଲା । ସେଥିପାଇଁ ବେଳେ ବେଳେ ପରିସ୍ଥିତି ଚାପରେ ନିଜର ପୋଷା ଜୀବଙ୍କୁ ରୁଚି ମୁତାବକ ଖାଦ୍ୟ ଦେଇପାରିନଥା’ନ୍ତି ମାଲିକ। ହେଲେ ଏବେ ଏ ଅସୁବିଧା ଆଉ ରହିବ ନାହିଁ । ଏଣିକି ରେଷ୍ଟୁରାଣ୍ଟରେ ଖାଇବେ…

ବରଙ୍କ ଧମାକାଦାର ନାଚ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଳୀ: ବିବାହ ଋତୁ ଆସିବା ମାତ୍ରେ ବର-କନ୍ୟାଙ୍କର ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ୍‌ ହୋଇଥାଏ । ଭିଡିଓରେ କେତେବେଳେ ବରର ସାଙ୍ଗମାନଙ୍କ ମଜାଳିଆ ଆକ୍ଟିଙ୍ଗର ଭିଡିଓ ତ କେତେବେଳେ କନ୍ୟାର ଧମାକାଦାର ଡ୍ୟାନ୍ସ ଦେଖିବାକୁ ମିଳିଥାଏ  ।ଏପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ…

ପ୍ରେମ ଦେଖେନା ବୟସ

ମୁମ୍ବାଇ: ପ୍ରେମ ଶାଶ୍ୱତ ଏବଂ ଅନ୍ଧ। ପ୍ରେମ ଦେଖେନା ଧନୀ ଗରିବ, ଉଚ୍ଚ ନୀଚ। ପ୍ରେମ ଦେଖେନା ବୟସ କି ରଙ୍ଗ। ପ୍ରେମ ଏକ ସୁନ୍ଦର ଅନୁଭବ। ଏହି ପ୍ରେମ ଦୁଇ ମନର ମିଳନ। କିଛି ପ୍ରେମକାହାଣୀ ଏପରି ଅଛି ଯାହା ସବୁଦିନ ପାଇଁ ଅମର ହୋଇଯାଇଛି। ସେହିଭଳି କିଛି ବିଷୟରେ ଜାଣି ଅନେକ ଆଶ୍ଚର୍ଯ୍ୟ…

ମୁଣ୍ଡ ବିହୀନ କୁକୁର; ଯିଏ ଦେଖୁଚି ସେ ଆଶ୍ଚର୍ଯ୍ୟ

ଆଜିକାଲି ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । ସେ ଭିଡିଓ ହେଉ କି ଫଟୋ କିନ୍ତୁ ବେଳେବେଳେ ଏମିତି କିଛି ଜିନିଷ ଦେଖିବାକୁ ମିଳେ ଯାହାକୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଫଟୋ ଦେଖାଇବାକୁ ଯାଉଛୁ, ଯାହା ଆପଣଙ୍କୁ…

ବିଶ୍ୱାସର ଡୋରିରେ ବନ୍ଧା ବନ୍ଧୁତା

ବିଶ୍ୱାସ ଡୋରିରେ ବନ୍ଧା ବନ୍ଧୁତା। ଭଗବାନଙ୍କର ଏକ ଆକସ୍ମିକ ଓ ଅମୂଲ୍ୟ ଉପହାର। ବନ୍ଧୁତା ସାଗର ପରି ଗଭୀର, ଆକାଶ ପରି ଅସୀମ। ଶୂନ୍ୟତାରେ ଭରିଦିଏ ଅସଂଖ୍ୟ ଖୁସିର ଫଗୁଣ। ବନ୍ଧୁତା ଦେଖେନା ଜାତିଅଜାତି, ରୂପରଙ୍ଗ, ମଣିଷ, ପଶୁପକ୍ଷୀ କି ସାନବଡ଼। ବନ୍ଧୁ ଭିତରେ ନିର୍ମଳ ମନ ଟିଏ ହିଁ ଖୋଜେ…