Latest Odisha News

BREAKING NEWS

ସୁନାଝାଡୁରେ ଛେରାପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ

ପୁରୀ: ପହଣ୍ଡି ପରେ ରଥାରୂଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଉ କିଛି ସମୟ ଅନ୍ତରାଳେ ନୀଳକନ୍ଦର ଅଭିମୁଖେ ଆରମ୍ଭ କରିବେ ଯାତ୍ରା। ରଥଟଣା ପୂର୍ବରୁ ଆରମ୍ଭ ହୋଇଛି ଛେରାପହଁରା ନୀତି।

ହାତରେ ସୁନା ଝାଡୁ ଧରି ଛେରାପହଁରା ନୀତି ଆରମ୍ଭ କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି। ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଏହାପରେ ଯାଇ ରଥଟଣା ଆରମ୍ଭ ହେବ।

Leave A Reply

Your email address will not be published.