୨୪ ଘଣ୍ଟାରେ ୧୪୩୪ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୩୫ ହଜାର ପାଖାପାଖି ପହଞ୍ଚିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୦୦୦ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୪୩୪ ଜଣ କରୋନା ପଜିଟିଭ ଚିହ୍ନଟ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୮୮୯ ଜଣ ଚିହ୍ନଟ ହୋଇଥିବାବେଳେ ୫୪୫ ଲୋକାଲ କେସ୍ ରହିଛି।

ଓଡିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୧୩ ରେ ପହଞ୍ଚିଛି । ସେଥିମଧ୍ୟରେ ୧୩୪୦୪ ଟି ସକ୍ରିୟ ମାମଲା ରହିଛି । ଆଉ ୭୫୬ ନୂଆ ଆରୋଗ୍ୟଙ୍କ ସହ ମୋଟ୍ ୨୧୨୭୩ରେ ପହଞ୍ଚିଛି ମୋଟ ସୁସ୍ଥ ସଂଖ୍ୟା।

କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ…

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.