Latest Odisha News

BREAKING NEWS

ଗଞ୍ଜାମ ଜିଲ୍ଲାରେ ୧୪ ଘଣ୍ଟିଆ ସଟଡାଉନ ଘୋଷଣା : କ’ଣ ସବୁ ରହିଛି କଟକଣା, ଜାଣନ୍ତୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାକୁ ୧୪ଘଣ୍ଟିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ। ଅପରାହ୍ନ ୪ଟା ଠାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଜାରି।

*ଗଞ୍ଜାମ ଜିଲ୍ଲାରେ ୧୪ ଘଣ୍ଟିଆ ସଟ୍‌ଡାଉନ ଘୋଷଣା କଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

*ଗଞ୍ଜାମ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ଖୋଲିବ ଦୋକାନ।

*ଅପରାହ୍‌ଣ ୪ଟାରୁ ପରଦିନ ସକାଳ ୬ଟା ଯାଏ ପୂରା ଜିଲ୍ଲା ସଟ୍‌ଡାଉନ୍‌।

* ସଟ୍‌ଡାଉନ ବେଳେ ସବୁ ପ୍ରକାରର ଗାଡ଼ିଚଳାଚଳ ଉପରେ କଟକଣା।

*ରାସ୍ତା କଡ଼ରେ ସମସ୍ତ ପ୍ରକାର ଖାଦ୍ୟ ବିକ୍ରି ନିଷେଧ କଲେ ଜିଲ୍ଲାପାଳ।

* ହୋଟେଲ ଗୁଡ଼ିକ କେବଳ ହୋମ୍‌ ଡେଲିଭରି ଦେଇପାରିବେ।

*ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ସର୍ବସାଧାରଣ ପରିବହନ ଯାନ ମନା।

*ଜୁଲାଇ ୧୦ ଯାଏ ସର୍ବସାଧାରଣଙ୍କ ପାଇଁ ସବୁ ସରକାରୀ ଅଫିସ ମନା।

* ସାମାଜିକ ଦୂରତା ନ ରଖିଲେ ୭ ଦିନ ଦୋକାନ ବନ୍ଦ, ହଜାରେ ଟଙ୍କା ତଣ୍ଡ, ତାପରେ ବି ନସୁଧୁରିଲେ ଏତଲା ହେବ, ମାସେ ଦୋକାନ ବନ୍ଦ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା।

Leave A Reply

Your email address will not be published.