Latest Odisha News

BREAKING NEWS

ଜୁନ ୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନଲାଇନ ଆଡମିସନ ଆରମ୍ଭ; ଅଗଷ୍ଟ ୧୧ରେ ପ୍ରକାଶ ପାଇବ ପ୍ରଥମ କଟ୍‌-ଅଫ୍ ତାଲିକା

ନୂଆଦିଲ୍ଲୀ: ସ୍ନାତକୋତ୍ତର ପାଠ୍ୟକ୍ରମ ଆଡମିସନ ନିମନ୍ତେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁସୂଚୀ ପ୍ରକାଶ ପାଇଛି । ଏହି ଅଧିସୂଚନା ଅନୁଯାୟୀ ଆସନ୍ତା ଜୁନ ୮ ତାରିଖ ସକାଳ ୧୦ରୁ ଅନ୍‌ଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହେବ ।

ଅଧିକ ପଢନ୍ତୁ: ଜୁଲାଇ ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଏସ୍‌ଓପି’ ଘୋଷଣା

ପାଠ୍ୟକ୍ରମରେ ଇଚ୍ଛୁକ ପ୍ରାର୍ଥୀ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ କରିପାରିବେ । ଏତଦ୍ ବ୍ୟତିତ ବିଭିନ୍ନ ପାଠ୍ୟକ୍ରମ ଜନିତ ପ୍ରଥମ କଟ୍‌-ଅଫ୍ ତାଲିକା ଅଗଷ୍ଟ ୧୧ ତାରିଖରେ ପ୍ରକାଶ ପାଇବ ବୋଲି ଜଣାପଡିଛି ।

Leave A Reply

Your email address will not be published.