Latest Odisha News

BREAKING NEWS

ବରଗଡ଼କୁ ଛୁଇଁଲା କରୋନା: ଚିହ୍ନଟ ହେଲେ ଜଣେ ପଜିଟିଭ

ବରଗଡ଼: ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲା ପରେ ଜିଲ୍ଲାକୁ ଏହା ନିଜ କବଳକୁ ନେଇ ଚାଲିଛି ।ଓଡ଼ିଶାର ଆଉ ଏକ ଜିଲ୍ଲା ବରଗଡ଼କୁ ନିଜ କବଳକୁ ନେଇଛି କରୋନା । ବରଗଡ଼ ଜିଲ୍ଲାରେ ପ୍ରଥମ କରି ଚିହ୍ନଟ ହୋଇଛନ୍ତି ଜଣେ କରୋନା ପଜିଟିଭ୍ ।

ଏହି ଆକ୍ରାନ୍ତ ଜଣଙ୍କ ବରଗଡ଼ ପୌରପରିଷଦରେ ହୋଇଥିବା ବେଳେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି । ଏହାପରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାରୁ ମଧ୍ୟ ଆଉ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.