Latest Odisha News

ଏଥର ବଦଳିବ ସ୍ୱାଧୀନତା ଦିବସ ପରେଡ଼ ସ୍ଥାନ !

ଭୁବନେଶ୍ୱର: ସ୍ୱଧୀନତା ଦିବସ ଉପଲକ୍ଷେ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେଉଥିବା ପରେଡ଼ ଚଳିତ ବର୍ଷ ସହରର ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଆରମ୍ଭରୁ ଏହି ପରେଡ଼ ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଏହା  ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ, ୟୁନିଟ ୩ର ପଦର୍ଶନୀ ପଡିଆ କିମ୍ବା ଜନତା ମଇଦାନ ଠାରେ ଆୟୋଜନ କରାଯିବାର ସମ୍ଭାବନା ରହିଛି ।

ସ୍ୱାଧୀନତା ଦିବସ ଆଉ କିଛିଦିନ ଥିବାବେଳେ ଡିଜିପି ଆରପି ଶର୍ମା ଅନ୍ୟ ୩ ପୋଲିସ ଅଧିକାରୀଙ୍କ ସହ ଏହି ତିନି ସ୍ଥାନକୁ ବୁଲିଦେଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.