Latest Odisha News

BREAKING NEWS

ଆଇସିସି ବୈଠକ: ଟି୨୦ ବିଶ୍ୱକପ ସମ୍ପର୍କରେ ଶୁଣାଣୀ ହୋଇପାରିଲାନି

ନୂଆଦିଲ୍ଲୀ:ଅନ୍ତର୍ଜାତୀୟ କ୍ରିକେଟ କାଉନସିଲର ପରବର୍ତୀ ବୈଠକ ଜୁନ ୧୦କୁ ଘୁଂଚାଇ ଦିଆଯାଇଛି । ଗୁରୁବାର ବୈଠକରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ସମ୍ପର୍କରେ ନିଷ୍ପତି ନିଆଯାଇ ପାରି ନ ଥିଲା । କରୋନା ଯୋଗୁ ବିଶ୍ୱକପକୁ ଘୁଂଚାଇ ଦିଆଯାଇଛି । ଏହା କେବେ ହେବ ସେ ନେଇ ଆଗାମୀ ବୈଠକରେ ଆଲୋଚନା କରାଯିବ ।

ଆଇସିସିର ଗୋପନୀୟ ବିଷୟ ଗଣମାଧ୍ୟମରେ ପ୍ରକାଶ ପାଉ ଥିବାରୁ ବୋର୍ଡ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ଆଇସିସି ଏଥିକ୍ସ କମିଟି ଏହାର ତଦନ୍ତ କରିବ । ଟି୨୦ ବିଶ୍ୱକପ ଘୁଂଚିଲେ କିମ୍ବା ବାତିଲ ହେଲେ ଆଇପିଏଲ ଆୟୋଜନରେ କିଛି ଅସୁବିଧା ରହିବ ନାହିଁ ।

Leave A Reply

Your email address will not be published.