Latest Odisha News

ଆଇସିସି ମହିଳା ଟି୨୦ ବିଶ୍ୱକପ :ବାଂଲାଦେଶ ସମ୍ମୁଖରେ ୧୪୩ ରନର ବିଜୟ ଲକ୍ଷ୍ୟ

ପର୍ଥ: ଚଳିତ ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ସମ୍ମୁଖରେ ଭାରତ ୧୪୩ ରନର ବିଜୟ ଲକ୍ଷ୍ୟ ରହିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୪୨ ରନ କରିଥିଲେ । ଶେଫାଳି ବର୍ମା (୩୯), ଜେମି ରୋଡ୍ରିଗୁ୍ୟଜ(୩୪) ଓ ବେଦ କ୍ରିଷ୍ଣମୂର୍ତି ଦ୍ରୁତ ୨୦ଞ୍ଚ ରନ ସଂଗ୍ରହ କରିଥିଲେ ।

ବାଂଲାଦେଶ ପକ୍ଷରୁ ସଲମାନ ଖାତୁନ ଓ ପାନା ଘୋଷ ୨ଟି ଲେଖାଏଁ ଉଇକେଟ ନେଇଥିଲେ । ପ୍ରଥମ ମ୍ୟାଚରେ ଭାରତ ଶକ୍ତିଶାଳୀ ଅଷ୍ଟେ୍ରଲିଆକୁ ପରାସ୍ତ କରିଥିଲା ।

Leave A Reply

Your email address will not be published.