Latest Odisha News

BREAKING NEWS

‘ଆଲିବାବା’ ଅଧ୍ୟକ୍ଷ ପଦ ଛାଡିଲେ ଜ୍ୟାକ୍ ମା’ !

ବେଜିଂ: ବିଶ୍ୱର ସବୁଠୁ ବଡ ଇ-କମର୍ସ କମ୍ପାନୀ ‘ଆଲିବାବା’ ଗ୍ରୁପର ସ୍ଥାପନା କରିଥିବା ଜ୍ୟାକ୍ ମା’ ମଙ୍ଗଳବାର ଦିନ ଅଧ୍ୟକ୍ଷ ପଦରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି ।

ଏବେ କମ୍ପାନୀ ଭାର୍ ଡାନିଏଲ୍ ଝାଗଂ ସମ୍ଭାଳିବେ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ୫୫ ବର୍ଷୀୟ ଜ୍ୟାକ୍ ଚୀନ ଯୋଗାଣକାରୀଙ୍କୁ ଆମେରିକାର ଖୁଚୁରା ବିକ୍ରେତାଙ୍କ ସହ ଯୋଡିବା ଲାଗି ୧୯୯୯ ମସିହାରେ ଆଲିବାବାର ପ୍ରତିଷ୍ଠା କରିଥିଲେ।

ସେ ଚାଇନାର ଜଣେ ସଫଳ ବ୍ୟବସାୟୀ ହେବା ସଙ୍ଗେସଙ୍ଗେ ଏସିଆ ଓ ୟୁରୋପର ପ୍ରମୁଖ ରାଜନେତାଙ୍କ ଉପଦେଷ୍ଟା ଭାବେ ମଧ୍ୟ ବେଶ ଜଣାଶୁଣା ।

Leave A Reply

Your email address will not be published.