ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇଙ୍କୁ ୨୭୧୬୫୫ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ରାଜଶ୍ରୀ ମଲ୍ଲିକ ସମୁଦାୟ ୬୧୯୯୮୫ ଭୋଟ୍ ପାଇଥିବାବେଳେ ବିଭୁପ୍ରସାଦ ତରାଇଙ୍କୁ ମିଳିଛି ୩୪୮୩୩୦ଟି ଭୋଟ୍ । କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ ୨୩୯୬୮୪ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- ସମ୍ ଅଲ୍ଟିମେଟକୁ ମିଳିଲା ଜେସିଆଇ ପ୍ରାଇମ୍ ସ୍ୱୀକୃତି
- ଜେଲରେ ଥିବା ବେଳେ ଅଭିଯୁକ୍ତ ଅଲଗା ମାମଲା ଗୁଡିକରେ ଆଗୁଆ ଜାମିନ ଆବେଦନ କରି ପାରିବେ: ହାଇକୋର୍ଟ
- ଆଜିଠୁ ଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମ ଛୁଟି, ପ୍ରଚଣ୍ଡ ଖରା ପାଇଁ ନିଷ୍ପତ୍ତି
- ପଦ୍ମ ଧରିବେ ଚର୍ଚ୍ଚିତ ୟୁଟ୍ୟୁବର ମନୀଷ କଶ୍ୟପ, ସାଂସଦ ମନୋଜ ତିୱାରୀଙ୍କ ସହ ଦିଲ୍ଲୀ ପହଞ୍ଚିଲେ ମନୀଷ
- ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
- ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା
- ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ, ୫୬ ଜଣ ପ୍ରାର୍ଥୀ ହାସଲ କଲେ ୧୦୦ ପ୍ରତିଶତ ସ୍କୋର
- ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସାକାର ଓ ନିରାକାର
- ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୩ଟି ରାଜ୍ୟର ୮୯ଟି ଆସନରେ ପଡ଼ିବ ଭୋଟ୍
- ଆହୁରି ୧୦ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ମେ’୪ ଯାଏଁ ନାହିଁ ନିସ୍ତାର