କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ୨୬୮୧୪ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ବସନ୍ତ କୁମାର ପଣ୍ଡା ସମୁଦାୟ ୪୩୩୦୭୪ ଭୋଟ୍ ପାଇଥିବାବେଳେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମିଳିଛି ୪୦୬୨୬୦ଟି ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଭକ୍ତଚରଣ ଦାସ ୩୧୯୨୦୨ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ଦୁଇ ମୃତଦେହ, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି
- ବିଜେପି ଗୁଣୁପୁର ବିଧାନସଭାର ସଂଚାଳନ ବୈଠକରେ ରଣନୀତି ପ୍ରସ୍ତୁତି, ଡବଲ ଇଂଜିନ ସରକାର ଉପରେ ଗୁରୁତ୍ୱ
- ଅମର ଆଉଟ୍ ବର୍ଷା ଇନ୍
- ‘ଯେମିତି କଂଗ୍ରେସ ରାଜକୁମାର ଆମେଠୀ ଛାଡିଛନ୍ତି, ସେମିତି ଓ୍ବାୟାନାଡ ଛାଡି ପଳାଇବେ’
- ଏଣିକି ଖରାରୁ ମିଳିବ ତ୍ରାହି, ଏସି କୁଲିଂ ହେଲମେଟ ପିନ୍ଧିବେ ଟ୍ରାଫିକ୍ କର୍ମଚାରୀ
- ଧର୍ମେନ୍ଦ୍ର ପ୍ରଧାନଙ୍କ ନିଆରା ପ୍ରଚାର, ଲୋକଙ୍କ ସହ ଚା’ ପିଇ ବୁଝିଲେ ସମସ୍ୟା
- ସଲମାନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର, ଖୁବଶିଘ୍ର ଆସିବ ‘ବଜରଙ୍ଗୀ ଭାଇଜାନ ୨’
- କଂଗ୍ରେସକୁ ବଡ ଝଟକା, କଂଗ୍ରେସ ଛାଡି ବିଜେପିରେ ମିଶିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ତାଜିନ୍ଦର ସିଂ ବିଟ୍ଟୁ
- ମାଓ କ୍ୟାମ୍ପ ଧ୍ଵଂସ କଲା ସୁରକ୍ଷାବାହିନୀ, ମାଓବାଦୀଙ୍କ ଛତ୍ରଭଙ୍ଗ
- ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍, ୨୧ ସୁରକ୍ଷାକର୍ମୀ ଆହତ