Latest Odisha News

BREAKING NEWS

କରିନାଙ୍କ ଫେଭିକଲ୍ ଗୀତର ମେକିଂ ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଜାଣନ୍ତୁ କାହିଁକି ?

ନୁଆଦିଲ୍ଲୀ : ଆଠ ବର୍ଷ ତଳେ ରିଲିଜ ହୋଇଥିବା ‘ଦବଙ୍ଗ-୨’ର ଫେଭିକଲ ଗୀତର ମେକିଂ ଭିଡିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓଟି କରିନାଙ୍କ ଫେଭିକଲ ଗୀତ ସୁଟିଂ ସମୟର । ଗୀତରେ ଶ୍ରେୟା ଘୋଷାଲ ପେଟ୍ରୋଲକୁ ପାଟ୍ରୋଲ ବୋଲି ଗାଉଥିବାରୁ କରିନା ଟିକେ ମଜାଳିଆ ଢଙ୍ଗରେ ଏଇ ପାଟ୍ରୋଲର ଅର୍ଥ କଣ ବୋଲି ପଚାରୁଛନ୍ତି । ଯାହା ସେଠାରେ ଉପସ୍ଥିତ କ୍ରିଉ ମେମ୍ବରଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରୁଛି ।

ଏହି ମେକିଂ ଭିଡିଓ ଏବେ ସୋସିଆଲ ମିଡିଆରେ ଏବଂ ଫ୍ୟାନମାନଙ୍କ ପେଜରେ ସେୟାର ହେଉଛି ।

https://www.instagram.com/p/CAd6JirB1kj/?utm_source=ig_web_copy_link

Leave A Reply

Your email address will not be published.