Latest Odisha News

BREAKING NEWS

ଓଟିଟି ଫ୍ଲାଟଫର୍ମରେ ରିଲିଜ ହେବ ଲକ୍ଷ୍ମୀବମ୍ ସମେତ ୮ ଫିଲ୍ମ

ମୁମ୍ବାଇ: କରୋନା ଭାଇରସ ଯୋଗୁ ଦୀର୍ଘଦିନ ଧରି ଥିଏଟର ବନ୍ଦ ହୋଇ ରହିଛି । ଏହା ଦ୍ୱାରା ପ୍ରଚୁର କ୍ଷତି ହେଉଥିବାରୁ ପ୍ରଯୋଜକମାନେ ଏଥର ଫିଲ୍ମଗୁଡିକ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ କରିବା ଆରମ୍ଭ କରିଛନ୍ତି । ଅମିତାଭ ବଚ୍ଚନ ଅଭିନୀତ ଗୁଲାବୋ-ସିତାବୋ ଫିଲ୍ମ ପରେ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଲକ୍ଷ୍ମୀ ବମ୍ ଏବଂ ଅଜୟ ଦେବଗନଙ୍କ ଭୁଜ:ଦି ପ୍ରାଇଡ ଅଫ ଇଣ୍ଡିଆ ମଧ୍ୟ ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ ହେବ ।

ଏହା ବ୍ୟତୀତ ମହେଶ ଭଟ୍ଟଙ୍କ ସଡକର ସିକ୍ୱେଲ, ଅଭିଷେକ ବଚ୍ଚନଙ୍କ ବିଗ୍ ବୁଲ, ସୁଶାନ୍ତ ସିଂ ରାଜପୁତଙ୍କ ଦିଲ ବିଚାରା, କୃତି ସିନେନ ଅଭିନୀତ ମିମି ଏବଂ ଶିଦ୍ଦତ ଓ ଲୁଟକେସ୍ ଫିଲ୍ମ ଏହି ପ୍ଲାଟଫର୍ମରେ ରିଲିଜ ହେବ ।

Leave A Reply

Your email address will not be published.