Latest Odisha News

କଟକ ସହରରେ ଲକଡାଉନ ପ୍ରଭାବ,ଦେଖନ୍ତୁ ଚିତ୍ରରେ

କଟକ: କରୋନା ପାଇଁ ସାରା ଦେଶରେ ଲକଡାଉନ । ଗାଁ ଠୁ ସହର ସବୁଆଡେ ଖାଁ ଖାଁ। ଅତ୍ୟାବଶକୀୟ ସାମଗ୍ରୀକୁ ଛାଡି ଆଉ ସମସ୍ତ ଦୋକାନ ବଜାର ବନ୍ଦ । ସବୁଆଡେ ଲୋକଶୂନ୍ୟ।

୨୪ ଘଣ୍ଟା ବ୍ୟସ୍ତବହୁଳ ରହୁଥିବା ଓଡ଼ିଶାର ପୁରାତନ ରାଜଧାନୀ କଟକ ସହରରେ ମଧ୍ୟ ସମାନ ଅବସ୍ଥା। ରାସ୍ତାଘାଟ ଜନଶୂନ୍ୟ।

କିଭଳି ରହିଛି ଲକଡାଉନ ସମୟରେ କଟକର ଦୃଶ୍ୟ, ଦେଖନ୍ତୁ ଚିତ୍ରରେ…

ବକ୍ସି ବଜାର:

କାଳିଆ ବୋଦା ଓଭରବ୍ରିଜ ( ଚଉଳିଆ ଗଞ୍ଜ):

କଲେଜ ଛକ:

ମହାନଦୀ ବିହାର:

ଓଏମପି ଛକ:

ରାଣୀହାଟ୍:

Leave A Reply

Your email address will not be published.