ଲକ୍‌ଡାଉନ ରେସିପି : ଭୁବନେଶ୍ୱରରୁ ନିଲ୍ ସେନଗୁପ୍ତାଙ୍କ କେଟୋ ନୁଡୁଲ୍ସ

ଭୁବନେଶ୍ୱର : www.odishabytes.com  ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ ପ୍ରତିଦିନ ଆମ ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିଲୁ। ଏହାକୁ ବହୁ ସଂଖ୍ୟାରେ ଲାଇକସ୍ ମିଳିବା ସହ ଆପଣମାନେ ତାକୁ ସେୟାର ମଧ୍ୟ କରିଛନ୍ତି । ଏଥି ପାଇଁ ଆମେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ । ଏହି ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ଲାଲଚାନ୍ଦ୍ ଜୁଏଲର୍ସ ପକ୍ଷରୁ ଡାଇମଣ୍ଡ ଲକେଟ୍ ପ୍ରଦାନ କରାଯିବ ।

ଆସନ୍ତୁ ଦେଖିବା ନିଲ୍ ସେନଗୁପ୍ତା କେମିତି ପ୍ରସ୍ତୁତ କରୁଛନ୍ତି କେଟୋ ନୁଡୁଲ୍ସ  ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.