Latest Odisha News

BREAKING NEWS

ଲକ୍‌ଡାଉନ ରେସିପି : ମୁମ୍ବାଇରୁ ଭିଜଲ ପାଣିଗ୍ରାହୀଙ୍କ ରାଶି ଚାଉଳ ପିଠା

ଭୁବନେଶ୍ୱର : www.odishabytes.com  ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ ପ୍ରତିଦିନ ଆମ ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିଲୁ। ଏହାକୁ ବହୁ ସଂଖ୍ୟାରେ ଲାଇକସ୍ ମିଳିବା ସହ ଆପଣମାନେ ତାକୁ ସେୟାର ମଧ୍ୟ କରିଛନ୍ତି । ଏଥି ପାଇଁ ଆମେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ । ଏହି ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ଲାଲଚାନ୍ଦ୍ ଜୁଏଲର୍ସ ପକ୍ଷରୁ ଡାଇମଣ୍ଡ ଲକେଟ୍ ପ୍ରଦାନ କରାଯିବ ।

ଆସନ୍ତୁ ଦେଖିବା ଭିଜଲ ପାଣିଗ୍ରାହୀ କେମିତି ପ୍ରସ୍ତୁତ କରୁଛନ୍ତି ରାଶି ଚାଉଳ ପିଠା ।

Leave A Reply

Your email address will not be published.