Latest Odisha News

BREAKING NEWS

ଭାରତୀୟ ବାନ୍ଧବୀ ସହ ମ୍ୟାକ୍ସୱେଲଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଶେଷରେ ତାଙ୍କର ଭାରତୀୟ ବାନ୍ଧବୀ ବୋଲ୍ଡ କରିଛନ୍ତି । ତାଙ୍କ ନାମ ହେଲା ବିନିରାମନ । ଉଭୟଙ୍କର ଇତି ମଧ୍ୟରେ ନିର୍ବନ୍ଧ ହୋଇଯାଇଛି । ମ୍ୟାକ୍ସୱେଲ ଓ ବିନି ସେମାନଙ୍କ ସୋସିଆଲ ସାଇଟରେ ଏହା ଶେୟାର କରିଛନ୍ତି । ଦୀର୍ଘ ଦିନ ଧରି ସେମାନଙ୍କ ମଧ୍ୟରେ ବନ୍ଧୁତା ଥିଲା । ପରେ ଏହା ପ୍ରେମରେ ପରିଣତ ହୋଇଥିଲା ।

ବିନି ନିର୍ବନ୍ଧ ମୁଦି ପିନ୍ଧିଥିବା ଫଟୋ ସମସ୍ତଙ୍କ ସହ ଶେୟାର କରିଛନ୍ତି । ଖୁବ୍ ଶୀଘ୍ର ବିବାହ ତାରିଖ ଘୋଷଣା କରାଯିବ ବୋଲି ମ୍ୟାକ୍ସୱେଲ କହିଛନ୍ତି ।

Leave A Reply

Your email address will not be published.