Latest Odisha News

BREAKING NEWS

ମହମ୍ମଦ ସାମୀଙ୍କ ସହ ଅନ୍ତରଙ୍ଗ ମୂହର୍ତର ଫଟୋ ଛାଡିଲେ ପତ୍ନୀ ହସୀନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ୍ ବୋଲର ମହମ୍ମଦ ସାମୀ ଓ ତାଙ୍କ ପତ୍ନୀ ହସୀନ ଜାହାଁଙ୍କ ମଧ୍ୟରେ ବିବାଦ କମିବାର ନାମ ନେଉ ନାହିଁ । ସୋସିଆଲ ସାଇଟରେ ସାମୀଙ୍କ ସହ ଏକ ଅନ୍ତରଙ୍ଗ ମୂହର୍ତର ଫଟୋ ହସୀନ ଛାଡିଛନ୍ତି । ଯାହାକି ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହି ଫଟୋ ନେଇ ହସୀନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

୨୦୧୮ ପରଠାରୁ ସାମୀ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ହସୀନଙ୍କ ସାମୀଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଅଭିଯୋଗ ଆଣିଥିବା ବେଳେ ସେ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ଛାଡପତ୍ର ନେଇ ଉଭୟ କେସ୍ କୋର୍ଟରେ ବିଚାରଧୀନ ରହିଛି । ପାରିବାରିକ ବିବାଦ ଯୋଗୁ ମୋ ମାନସିକ ସ୍ଥିତି ଭଲ ରହୁ ନାହିଁ ଏବଂ ଏହାର ପ୍ରଭାବ ଖେଳ ଉପରେ ପଡୁଛି ବୋଲି ସାମୀ କହିଛନ୍ତି ।

Leave A Reply

Your email address will not be published.