Latest Odisha News

BREAKING NEWS

ଆଜିଠୁ ଛୋଟ ପରଦାକୁ ଆସିବେ କମେଡି କିଙ୍ଗ୍ କପିଲ ଶର୍ମା !

ମୁମ୍ବାଇ: ପୁଣିଥରେ ହସିବେ ଭାରତବାସୀ । କରୋନାକୁ ଆଡେଇ ସମସ୍ତଙ୍କୁ ହସାଇବେ କମେଡି କିଙ୍ଗ୍ କପିଲ୍ ଶର୍ମା । ବହୁଦିନର ବ୍ୟବଧାନ ପରେ ସାମାଜିକ ଦୂରତ୍ୱ ମାନି ଦ କପିଲ ଶର୍ମା ସୋର ସୁଟିଂ ଆରମ୍ଭ ହୋଇଥିଲା । ତେବେ ଆଜିଠୁ ଏହି ଲୋକପ୍ରିୟ କମେଡି ସୋ’ ର ନୂଆ ଏପିସୋଡ୍ ପ୍ରସାରଣ ହେବ । (Courtesy: YouTube)

ନୂଆ ଏପିସୋଡ୍‌ରେ କରୋନା ସଂକ୍ରମଣରେ ପ୍ରବାସୀ ଶ୍ରମିକଙ୍କୁ ଲଗାତାର ସହାୟତା ଦେଇଆସିଥିବା ରିୟଲ୍ ହିରୋ ସୋନୁ ସୁଦ୍ ଗେଷ୍ଟ ଭାବେ ନଜର ଆସିବେ । ପୂର୍ବପରି ଦ କପିଲ ଶର୍ମା ସୋ’ରେ ସମସ୍ତ ଷ୍ଟାରକାଷ୍ଟ ଥିବାବେଳେ ଧାର୍ଯ୍ୟ ସମୟ ଅନୁଯାୟୀ ଶନିବାର ଓ ରବିବାର ରାତି ୯ଟା୩୦ରେ ନୂଆ ଏପିସୋଡ୍ ପ୍ରସାରଣ ହେବ ।

Leave A Reply

Your email address will not be published.