Latest Odisha News

BREAKING NEWS

୫ମ ଥର ଲାଗି ନବୀନ ହେବେ ମୁଖ୍ୟମନ୍ତ୍ରୀ: ଚିକିଟି ଆସନରେ ବିଜେଡ଼ି ପ୍ରାର୍ଥୀ ଉଷା ଦେବୀ ୪୪୩୬ ଭୋଟରେ ଆଗୁଆ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ଲାଗି ଆଜି ଭୋଟ ଗଣତି ଚାଲିଥିବା ବେଳେ ଚିକିଟି ଆସନରେ ୯ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଉଷା ଦେବୀ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୪୪୩୬ ଭୋଟରେ ଆଗୁଆ ରହିଛନ୍ତି ।

ଏହି ଆସନରେ ବିଜେଡ଼ି ପ୍ରାର୍ଥୀ ୫୬୩୪ଟି ଭୋଟ, ବିଜେପି ପ୍ରାର୍ଥୀ ୧୧୯୮ ଏବଂ କଂଗ୍ରେସ ପ୍ରାର୍ଥୀ ନବମ ରାଉଣ୍ଡ ଶେଷ ସୁଦ୍ଧା ୮୩ ଖଣ୍ଡ ପାଇଛନ୍ତି ।

Leave A Reply

Your email address will not be published.