Latest Odisha News

BREAKING NEWS

ଦଳ ଛାଡିଲେ ଓଡିଶା କଂଗ୍ରେସ ମୁଖପାତ୍ର

ଭୁବନେଶ୍ୱର : ଓଡିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନର୍ବାଚନ ଜାରି ରହିଥିବାବେଳେ କଂଗ୍ରେସ ପ୍ରବକ୍ତା ସୋନାଲି ସାହୁ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ସେ ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।

ନିକଟରେ ସେ ପାର୍ଟି ନେତୃତ୍ୱ ତଥା ଟିକେଟ୍ ଆବଣ୍ଟନକୁ ନେଇ ଦଳରୁ ଇସ୍ତଫା ପ୍ରଦାନ କରିଥିବା ୨ ମହିଳା କଂଗ୍ରେସ ନେତା ।

ଏପ୍ରିଲ୍ ୯ ତାରିଖରେ ଓଡିଶା ପ୍ରଦେଶ ମହିଳା କଂଗ୍ରେସ ଅଧ୍ୟକ୍ଷା ସୁମିତ୍ରା ଜେନା ଟିକେଟ୍ ଆବଣ୍ଟନରେ ଅନିୟମିତତା ଅଭିଯୋଗ କରି ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ପରବର୍ତ୍ତୀ ସମୟରେ ସେ ଶାସକ ଦଳ ବିଜେଡିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.