Latest Odisha News

BREAKING NEWS

କାର୍ଯ୍ୟରେ ଦାୟିତ୍ୱହୀନତା ଯୋଗୁଁ ନିଲମ୍ବିତ ହେଲେ ପୋଲିସ ଅଧିକାରୀ

କଟକ: ପୋଲିସ ମହା ନିର୍ଦ୍ଦେଶକ( ଡିଜିପି) ଅଭୟ ସାହୁ ମଙ୍ଗଳବାର ଦିନ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ କାର୍ଯ୍ୟରେ ଅନିୟମିତା ଓ ବିଶୃଙ୍ଖଳିତ ଆଚରଣ ପାଇଁ  ନିଲମ୍ବନ କରିଛନ୍ତି ।

ନିଲମ୍ବନ ଅବଧି ମଧ୍ୟରେ ପ୍ରମୋଦ ତାଳଚେର ଉତ୍ତର ମଧ୍ୟ ରେଞ୍ଜର ଅନୁଶାସନାତ୍ମକ ନିୟନ୍ତ୍ରଣରେ ରହିବା ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Leave A Reply

Your email address will not be published.