Latest Odisha News

BREAKING NEWS

‘ବିଜୟ ହଜାରେ ଟ୍ରଫି’ ଲାଗି ଘୋଷିତ ହେଲା ଓଡିଶା ଦଳ

କଟକ: ଓଡିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ସୋମବାର ଦିନ ୨୦୧୯-୨୦ ବିଜୟ ହଜାରେ ଟ୍ରଫି ଲାଗି  ୧୫ ଜଣିଆ ଦଳ ଘୋଷଣା କରାଯାଇଛି।

ଏହି ଓଡିଶା ଦଳ ପ୍ରଥମ ୨ଟି ମ୍ୟାଚ ବରୋଦା ଓ ହରିୟାଣା ସହ ଖେଳିବାକୁ ଥିବାବେଳେ ଟିମର କ୍ୟାପଟେନ୍ ସାଜିଛନ୍ତି ଶୁଭ୍ରାଂଶୁ ସେନାପତି। ଓ୍ବିକେଟ୍ କିପର୍ ସୁଜିତ ଲେଙ୍କାଙ୍କ ଉପରେ ପଡିଛି ସହ-ଅଧିନାୟକ ଭାର।

ସୂଚନାଯୋଗ୍ୟ, ଚଳିତ ମାସ ୨୪ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି।

Leave A Reply

Your email address will not be published.