Latest Odisha News

BREAKING NEWS

ଓଡିଶାର ସମସ୍ତ ହିତାଧିକାରୀଙ୍କୁ ୩ ବର୍ଷ ମଧ୍ୟରେ ମିଳିବ ପକ୍କାଘର: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ତିନି ବର୍ଷ ମଧ୍ୟରେ ଓଡିଶା ସରକାର ପକ୍କା ଘର ଦେବେ ବୋଲି ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନା ଶନିବାର ଦିନ କହିଛନ୍ତି ।

ବିଜୁ ପକ୍କା ଘର ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଏହି ପକ୍କା ଘର ପ୍ରଦାନ କରାଯିବ ବୋଲି ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.