Latest Odisha News

BREAKING NEWS

ରାଉରକେଲାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଉରକେଲା ରବିବାର ଦିନ ଜଣେ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ପ୍ରଶାସନ ।

ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତମାନେ ପୁରୁଷ ହୋଇଥିବା ବେଳେ ନିକଟ ଅତୀତରେ ଦିଲ୍ଲୀରୁ ଫେରିଥିଲେ । ସେ ରାଉରକେଲାର ବିପିୟୁଟି ସ୍ଥିତ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନରେ ରହୁଥିଲେ ।

ଅପରପକ୍ଷରେ ତାଙ୍କୁ ଚିକିତ୍ସା ନିମନ୍ତେ କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.