Latest Odisha News

BREAKING NEWS

ଆଜି ଅପରାହ୍ନରେ ଆଡପ ମଣ୍ଡପ ବିଜେ କରିବେ ତିନି ଠାକୁର

ପୁରୀ : ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଭାଇ ଓ ଭଉଣୀଙ୍କ ସହ ରଥାରୂଢ କାଳିଆ ଠାକୁର ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ଅପରାହ୍ନରେ ଶ୍ରୀଜିଉମାବେ ଆଡପ ମଣ୍ଡପକୁ ବିଜେ କରିବେ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଠାକୁରଙ୍କ ପହଣ୍ଡି ନେଇ କୌଣସି ସମୟ ଧାର୍ଯ୍ୟ କରାଯାଇନଥିବାବେଳେ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚତୁର୍ଦ୍ଧା ମୂର୍ତି ଆଡପ ମଣ୍ଡପକୁ ବିଜେ କରିବା ନେଇ ଜଣାପଡିଛି ।

Leave A Reply

Your email address will not be published.