Latest Odisha News

ଦୁଇ କର୍ମୀ କରୋନା ପଜିଟିଭ ଚିହ୍ନଟ ପରେ ସଚିନ ପାଇଲଟଙ୍କ ଜୟପୁର ଅଫିସ ସିଲ୍

ରାଜସ୍ଥାନ: ଦୁଇ କର୍ମୀ କରୋନା ପଜିଟିଭ ଚିହ୍ନଟ ପରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ଜୟପୁର ଅଫିସକୁ ସିଲ୍ କରାଯାଇଛି।ଏପରିକି ଉକ୍ତ ପଞ୍ଚାୟତ ରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମୁଖ୍ୟାଳୟକୁ ମଧ୍ୟ ଜୁଲାଇ ୧୪ ଯାଏଁ ସିଲ୍ କରାଯାଇଛି।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ବର୍ତ୍ତମାନ ୨୪ ହଜାରରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲା ବେଳେ ୫୧୦ ଜଣକ ମୃତ୍ୟୁ ହୋଇଛି। ସେହିପରି ୧୮ ହଜାରରୁ ଅଧିକ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।

ଅଧିକ ପଢନ୍ତୁ- ରାଜସ୍ଥାନ ସଂକଟ: ଆଜି କଂଗ୍ରେସ ବିଧାୟକଙ୍କ ବୈଠକ

ଅଧିକ ପଢନ୍ତୁ- ଆଜି ପଦ୍ମ ଧରି ପାରନ୍ତି ସଚିନ ପାଇଲଟ୍ !

Leave A Reply

Your email address will not be published.