Latest Odisha News

BREAKING NEWS

ସବ୍-ଲେଫନାଣ୍ଟ ଶିବାଙ୍ଗୀ ହେଲେ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍

କୋଚି: ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍ ଭାବେ ସୋମବାର ଦିନ ନିଯୁକ୍ତି ପାଇଛନ୍ତି ସବ୍-ଲେଫନାଣ୍ଟ ଶିବାଙ୍ଗୀ ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ବିହାରର ମୁଜାଫରପୁରରେ ଜନ୍ମିତ ଶିବାଙ୍ଗୀ ନୌସେନାର ଡ୍ରୋନିୟର୍ ସର୍ଭିଲେନ୍ସ ବିମାନ ଉଠାଇବେ ବୋଲି ସୂଚନା ମିଳିଛି । ଏହାବ୍ୟତିତ ସେ ଆଜି କୋଚି ନାଭାଲ୍ ବେସରେ ଅପରେସନାଲ୍ ଡ୍ୟୁଟିରେ ଯୋଗ ଦେଇଛନ୍ତି ।

ଏସମ୍ବନ୍ଧୀୟ ପ୍ରାଥମିକ ତାଲିମ ଶେଷ କରିବା ପରେ ସେ ୨୦୧୮ ମସିହାରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.