ନିଷ୍ଟ ବ୍ରହ୍ମପୁର ପକ୍ଷରୁ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପିଲାମାନଙ୍କୁ ମାଗଣା ପାଠପଢ଼ା ସୁବିଧା
ଭୁବନେଶ୍ୱର: ନିଷ୍ଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏନ୍ଆଇଏସ୍ଟି), ବ୍ରହ୍ମପୁର ପକ୍ଷରୁ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପିଲାମାନଙ୍କୁ ମାଗଣାରେ ପାଠପଢ଼ା ସୁବିଧା ପ୍ରଦାନ କରିବା ଲାଗି ସହାୟତା ଘୋଷଣା କରାଯାଇଛି । ନିଷ୍ଟର ପ୍ରତିଷ୍ଠାତା, ଡକ୍ଟର ସୁକାନ୍ତ…