ହଜାରେ କୋଟି ଟଙ୍କା ସହ ରେକର୍ଡ କଲା ବିଏମ୍ସି ବଜେଟ୍
ଭୁବନେଶ୍ୱର: ଇତିହାସ ରଚିଲା ବିଏମସି। ହଜାରେ ଟପିଲା ବିଏମ୍ସି ବଜେଟ୍। ଶନିବାର ସ୍ୱତନ୍ତ୍ର ଅଧିବେଶନରେ ୧୦୨୭ କୋଟି ଟଙ୍କାର ବିଏମ୍ସି ବଜେଟ୍ ପାରିତ ହୋଇଛି। ଯାହା ବିଏମ୍ସି ଇତିହାସର ସର୍ବକାଳୀନ ରେକର୍ଡ। ତେବେ ଏହା ଏକ ଲୋକାଭିମୂଖୀ ବଜେଟ୍ ଏବଂ ନାଗରିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି…