Latest Odisha News

BREAKING NEWS

Browsing Tag

Bollywood Actress

ସଂପତ୍ତି ଲୋଭରେ ନିଜକୁ ବେଶ୍ୟା ପରିଚୟ ଦେଇଥିଲେ ଏଇ ବଲିଉଡ ଅଭିନେତ୍ରୀ

ମୁମ୍ବାଇ: ସେ ଥିଲେ ରୂପ ରାଇଜର ରାଣୀ । ୪୦ ବର୍ଷ ଧରି କରିଥିଲେ ବଲିଉଡରେ ରାଜ । କ୍ୟୁଟ କୁଇନଙ୍କ ଜଲୱା ଜଳାଇ ଦେଉଥିଲା ନାମୀ ଦାମୀ ହିରୋଙ୍କ ଦିଲ । ୨୦ରୁ ୮୦ ଦଶକ ଥିଲା ତାଙ୍କ ନାଁରେ । ଆମେ କହୁଛୁ ବଲିଉଡ ଅଭିନେତ୍ରୀ ମାଲା ସିହ୍ନାଙ୍କ କଥା । ଦେଉଥିଲେ ଗୋଟିଏ ପରେ ଗୋଟିଏ ସୁପର ଡୁପର…

‘ଏମର୍ଜେନ୍ସି’ ପାଇଁ ସଂପତ୍ତି ବନ୍ଧକ ରଖିଲେ କଙ୍ଗନା

ମୁମ୍ବାଇ: ଆଜିକାଲି ଫିଲ୍ମ ଏମର୍ଜେନ୍ସି କୁ ନେଇ ବେଶ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ  । ଦୀର୍ଘଦିନ ଧରି ଏହି ଫିଲ୍ମର ସୁଟିଂ ଚାଲିଥିଲା । ଇତିମଧ୍ୟରେ କଙ୍ଗନା ଏହାର ସୁଟିଂ ଶେଷ କରିଛନ୍ତି । ସୁଟିଂ ଶେଷ ହେବା ପରେ କଙ୍ଗନା ସୋସିଆଲ ମିଡିଆରେ ଏକ ଲମ୍ବା ଚଉଡା ପୋଷ୍ଟ ସେୟାର…

ବାବା ବିଶ୍ୱନାଥଙ୍କ ଦରବାରରେ ସେଲିବ୍ରିଟିଙ୍କ ଗହଳି

ନୂଆଦିଲ୍ଲୀ : ସେଲିବ୍ରିଟିଙ୍କୁ ଘାରିଛି ବାରଣାସୀ ନିଶା । ଚଳିତ ବର୍ଷ ବାରଣାସୀର କାଶୀ ବିଶ୍ବନାଥଙ୍କ ମନ୍ଦିରରେ ଦେଖିବାକୁ ମିଳୁଛି ବଲିଉଡର ନାମୀଦାମୀ ଷ୍ଟାରଙ୍କ ଭିଡ଼ । ବାବା ବିଶ୍ୱନାଥଙ୍କ ମନ୍ଦିର ବଲିଉଡର ଷ୍ଟାରମାନଙ୍କୁ ଅଧିକ ଆକର୍ଷିତ କରିଛି । ଗତ ବର୍ଷରୁ ଆରମ୍ଭ କରି ଚଳିତ ବର୍ଷ…

ଟ୍ରୋଲ ହେବା ପରେ କ୍ଷମା ମାଗିଲେ ରିଚା, ଡିଲିଟ କଲେ ଟ୍ୱିଟ

ମୁମ୍ବାଇ: ଶେଷରେ କ୍ଷମା ମାଗିଲେ ବଲିଉଡର ଦମଦାର ଅଭିନେତ୍ରୀ ରିଚା ଚଡ୍ଡା ।   ସେ କରିଥିବା ଏକ ଟ୍ୱିଟ ଯୋଗୁଁ ତାଙ୍କୁ ବହୁତ ଟ୍ରୋଲ ହେବାକୁ ପଡିଥିଲା । ଯେଉଁଥିପାଇଁ ସେ ଟ୍ୱିଟକୁ ଡିଲିଟ କରିବା ସହ ରିଟ୍ୱିଟ କରି କ୍ଷମା ମାଗିଛନ୍ତି । ଗତ ମଙ୍ଗଳବାର ଦିନ ଉତ୍ତର ସେନା କମାଣ୍ଡର…

କରୋନାରେ ବଲିଉଡ ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ପରଲୋକ

ମୁମ୍ବାଇ: କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ। କରୋନା ଯୋଗୁ ବଲିଉଡ ଏବଂ ଭୋଜପୁରୀ ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। CINTAAର ସାଧାରଣ ସମ୍ପାଦକ ଅମିତ ବ‌େହଲ କହିଛନ୍ତି, “କୋଭିଡର ଦ୍ୱିତୀୟ ତରଙ୍ଗ ବହୁ ମୂଲ୍ୟବାନ ଜୀବନ ନେଇଛି। ଅଭିନେତ୍ରୀ…

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ

ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତେବେ ଯାହା ଅନୁମାନ କରାଯାଉଛି କୌଣସି କାର୍ଯ୍ୟକ୍ରମରେ ନୁହେଁ ବରଂ ସେ ବୁଲିବା ପାଇଁ ଆସିଛନ୍ତି । ଏକ ସୂତ୍ରରୁ ଜଣାପଡିଛି ଯେ ସେ ରାଜଧାନୀର ଏକ ପ୍ରିମିୟର ହୋଟେଲରେ ରହିଛନ୍ତି । ସେ…

ବିଦେଶୀ ଅଭିନେତ୍ରୀଙ୍କ ଦେଶୀ ଛୁଙ୍କ; ବିଦେଶରୁ ଆସି ବଲିଉଡ୍‌ରେ ନାଁ କରିଥିବା ଅଭିନେତ୍ରୀ ସମ୍ପର୍କରେ..

ମୁମ୍ବାଇ: ଅନେକ ବିଦେଶୀ ଅଭିନେତ୍ରୀ ଧୀରେ ଧୀରେ ବଲିଉଡ୍ ଜଗତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବିଦେଶୀ ଅଭିନେତ୍ରୀ ଯେଉଁମାନେ ବହୁ ଖ୍ୟାତି ଅର୍ଜନ କରିଛନ୍ତି ଏବଂ ଯାହାର ଗଣନା ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ରହିଛି। କାଟ୍ରିନା କୈଫ୍‌ ଏହି ତାଲିକାରେ ପ୍ରଥମ…

କଷ୍ଟ ଦୂର ପାଇଁ ଲୋକେ ଡ୍ରଗ୍ସ ନିଅନ୍ତି: ପୂଜା ଭଟ୍ଟ

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କାରବାର ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହି କଥାରେ ଏବେ ସଂସଦରେ ଯାଇ ପହଂଚିଛି । ସେପଟେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡ ଦୁଇ ଫାଳ ହୋଇଯାଇଛି । ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଲୋକଙ୍କ ଟାର୍ଗେଟ ଅଛି ପୁରା ଭଟ୍ଟ ପାରିବାର । ସୁଶାନ୍ତ ମାମଲାରେ…

ମଲାଇକା କହିଲେ, ‘ଯୌବନ ଯିବା ପୂର୍ବରୁ ଭ୍ୟାକସିନ୍ ଆଣ’

ମୁମ୍ବାଇ: ଚିନ୍ତାରେ ବଲିଉଡର ମୁନ୍ନି । ସେ କରୋନା ସଂକ୍ରମଣ ଶିକାର ହେବା ପରେ ତାଙ୍କ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବଢ଼ିଚାଲିଛି ଚିନ୍ତା। କରୋନା ଲାଗି ତାଙ୍କ ଯୌବନ ଚାଲିଯାଉଛି । କିଏ କୋଭିଡ ଭ୍ୟାକ୍‌ସିନ୍ ତିଆରି କରିଦିଅ, ନହେଲେ ଯୌବନ ଚାଲିଯିବ ବୋଲି ମଲାଇକା କହିଛନ୍ତି । ସେ ନିଜ…

ବିଦ୍ୟା ବାଲାନ ପିନ୍ଧିଥିବା ଚର୍ଚ୍ଚିତ ସମ୍ବଲପୁରୀ ଗାଣିତିକ ଶାଢୀ କିଣିଲେ ଓଡିଆ ଆଇଆଇଟି ଛାତ୍ରୀ

ଭୁବନେଶ୍ୱର : ନିକଟରେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋଶନ ପାଇଁ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଗାଣିତିକ ଶାଢୀର ନିଲାମ ହୋଇଛି । ଏହାକୁ ୫୫ ହଜାର ଟଙ୍କା ଡାକି ନିଲାମ ଜିତିଛନ୍ତି ଓଡିଆ ଝିଅ ଦେବାଂଶି ମିଶ୍ର । ୨୦ ବର୍ଷୀୟ ଦେବାଂଶି…