Latest Odisha News

BREAKING NEWS

Browsing Tag

Bomb Mumbai Taj Hotel

ମୁମ୍ୱାଇ ତାଜ ହୋଟେଲକୁ ଉଡ଼ାଇ ଦେବାକୁ ପାକିସ୍ତାନରୁ ଧମକପୂର୍ଣ୍ଣ ଫୋନ୍ କଲ୍

ମୁମ୍ୱାଇ: ତାଜ ହୋଟେଲକୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ପାକିସ୍ତାନରୁ ଆସିଲା ଧମକପୂର୍ଣ୍ଣ ଫୋନ୍ କଲ୍ । କୋଲାବାରେ ଥିବା ତାଜମହଲ ପ୍ୟାଲେସ୍ ଓ ବାନ୍ଦ୍ରା ସ୍ଥିତି ତାଜ ଲ୍ୟାଣ୍ଡସ୍ ଏଣ୍ଡ ହୋଟେଲକୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ କେହି ଅଜଣା ଦୁର୍ବୃତ୍ତ ଧମକ ଦେଇଛି । ଗତକାଲି ରାତିରେ…