Latest Odisha News

BREAKING NEWS

Browsing Tag

Corona Virus Alert

ନୂଆ ୧୪ କରୋନା ପଜିଟିଭ୍‌ଙ୍କ ମଧ୍ୟରେ ଦୁଇ ଶିଶୁ, ସମସ୍ତଙ୍କର କୋଲକାତା ଲିଙ୍କ୍

ଭୁବନେଶ୍ୱର : ଗୁରୁବାର ଚିହ୍ନଟ ହୋଇଥିବା ୧୪ ଜଣଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଶିଶୁ ଅଛନ୍ତି । ଉଭୟଙ୍କ ବୟସ ତିନି ବର୍ଷ ବୋଲି ଜଣାପଡିଛି ।ଏମାନେ ସମସ୍ତେ କଟିକଟା କଣ୍ଟେନମେଣ୍ଟ ଅଂଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତଙ୍କର କୋଲକାତା ଲିଙ୍କ୍ ଥିବା…

ଢେଙ୍କାନାଳ ସହରରେ ବୁଲିଲେ ଯମରାଜ ଓ କରୋନା

ଢେଙ୍କାନାଳ : ସହରର ଆଜି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା କରୋନାକୁ । ଛକ, ବଜାର, ଗଳି କନ୍ଦି ବୁଲି ବୁଲି କୋଭିଡ୧୯ ଭୟବହତା ସମ୍ପର୍କରେ ସଚେତନ କରିଥିଲା କରୋନା । କାମ ନ ଥାଇ ଅଯଥା ଘରୁ ନ ବାହାରିବାକୁ ସେ ସମସ୍ତଙ୍କୁ ସତର୍କ କରିଥିଲା । କେବଳ କରୋନା ନୁହେଁ ତା ସାଙ୍ଗରେ ଯମରାଜ…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ହଜାର ଅତିକ୍ରମ କଲା, ମୃତ୍ୟୁ ସଂଖ୍ୟା ୬୮୧ରେ ଛୁଇଁଲା

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୧ ହଜାର ୩୯୩ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୬ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ,  ଦେଶରେ ମୋଟ ମୃତ୍ୟୁ ସଂଖ୍ୟା…

ଭଦ୍ରକର ତିନି ନୂଆ କରୋନା ପଜିଟିଭ ରୋଗୀଙ୍କ ରହିଛି ପଶ୍ଚିମବଙ୍ଗ ଲିଙ୍କ୍‌

ଭୁବନେଶ୍ୱର: ଭଦ୍ରକରୁ ଚିହ୍ନଟ ହୋଇଛନ୍ତି ତିନି ନୂଆ କରୋନା ପଜିଟିଭ ରୋଗୀଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍‌ଙ୍କ ସାଙ୍ଗରେ ଏହି ତିନି ଜଣ ଗୋଟିଏ ଗାଡିରେ…

କରୋନା ମୁକାବିଲା, ମଙ୍ଗଳବାର ରାଜ୍ୟରେ ସର୍ବାଧିକ ୨୦୨୭ ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସ୍ୱାବ ନମୁନା ପରୀକ୍ଷା ମଙ୍ଗଳବାର ପ୍ରଥମଥର ପାଇଁ ଦୁଇ ହଜାର ଟପିଛି । ମଙ୍ଗଳବାର ୨୦୨୭ଟି ନମୁନା ପରୀକ୍ଷା ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥି ମଧ୍ୟରୁ ଆରଏମଆରସିରେ ୧୨୩୪, କଟକ ଏସସିବିରେ ୩୭୮, ଭୁବନେଶ୍ୱରର…

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କୋଭିଡ୧୯ ନମୁନା ପରୀକ୍ଷା, ସମସ୍ତ ୧୧୯୭ ନେଗେଟିଭ୍‌

ଭୁବନେଶ୍ୱର : ବୁଧବାର ରାଜ୍ୟରେ ପରୀକ୍ଷା କରାଯାଇଥିବା ସମସ୍ତ ୧୧୯୭ କୋଭିଡ୧୯ ସ୍ୱାବ ନମୁନା ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ଦିନରେ ଏହି ନମୁନା ପରୀକ୍ଷଣ ସଂଖ୍ୟା ଏ ଯାଏଁ ସର୍ବାଧିକ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି…

କରୋନା କଷଣ: ଘରକୁ ଫେରିବା ପାଇଁ ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ ହଜାର ହଜାର ଶ୍ରମିକଙ୍କ ଭିଡ

ମୁମ୍ବାଇ : ଟ୍ରେନ ଚଳାଚଳ ନେଇ ଏକ ଗୁଜବ ପରେ ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ ହଜାର ହଜାର ଶ୍ରମିକଙ୍କ ଭିଡ ଦେଖିବାକୁ ମିଳିଛି । ଲକ୍‌ଡାଉନ ପରେ ସ୍ଥିତି ଖରାପ ହୋଇଥିବାରୁ ଟ୍ରେନ ଚଳାଚଳ ଖବର ଶୁଣି ଶ୍ରମିକମାନେ ନିଜ ନିଜ ଗାଁକୁ ଫେରିଯିବାକୁ ବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଥିଲା ।…

୫୩ ଓ ୫୪ ନମ୍ବର କୋଭିଡ୧୯ ପଜିଟିଭ ରୋଗୀଙ୍କ ଜାଣନ୍ତୁ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର : ଗତ କାଲି ଚିହ୍ନଟ ହୋଇଥିବା ୪ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ ବିଶ୍ରାର ହୋଇଥିବା ବେଳେ ତୃତୀୟ ଜଣକ ଝାରପଡାର ଓ ଚତୁର୍ଥ ଜଣଙ୍କ କେନ୍ଦ୍ରାପଡା ରାଜନଗର ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୫୩ନମ୍ବର କରୋନା ପଜିଟିଭ ଭୁବନେଶ୍ୱର…

କେନ୍ଦ୍ରାପଡାରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ

ରାଜନଗର: ଶନିବାର ଚିହ୍ନଟ ହୋଇଥିବା ରାଜ୍ୟର ୪ କରୋନା ପଜିଟିଭଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡାର ବୋଲି ଜଣାପଡିଛି । ପଜିଟିଭ ଚିହ୍ନଟ ମହିଳା ଜଣଙ୍କ ରାଜନଗର ଅଂଚଳର ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । କରୋନା ପଜିଟିଭ ଚିହ୍ନଟ ଏହି ମହିଳା ଜଣଙ୍କ କିଛି ଦିନ ତଳେ ପଡୋଶୀ…

ଓଡିଶାରେ ଆଉ ଚାରି ନୂଆ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୫୪ ରେ ପହଞ୍ଚିଲା

ଭୁବନେଶ୍ୱର : ରାଜ୍ୟରେ ଶନିବାର ଆଉ ୪ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହ ଓଡିଶାରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ଏ ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀଙ୍କ…