Latest Odisha News
Browsing Tag

Corona Virus

ଭାଷା ଭାଗବତ : ସ୍ବାସ୍ଥ୍ୟ, ବିତ୍ତ, ସୁଖ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପଂଚଭୂତର ତତ୍ତ୍ବ ଜ୍ଞାନ କରିଲେ ଲୋକଂକୁ ପ୍ରଦାନ ସଭିଏଁ ହୋଇ ସଚେତନ ଆନଂଦେ ଜିଇଁବା ଜୀବନ ମାଟି, ପାଣି, ପବନ, ବାୟୁ ବଢ଼ାଂତି ଆମ ପରମାୟୁ ଆକାଶ ରହେ ସଦା ସାକ୍ଷୀ ଅଂତରୀକ୍ଷ ସ୍ରଷ୍ଟାଂକ ଆଖି ପ୍ରକୃତିଦତ୍ତ ଉପହାର…

ଅନ୍ୟ ପ୍ରଜାତି ତୁଳନାରେ ବେଶୀ ସଂକ୍ରାମକ ବିଏଫ.୭

ନୂଆଦିଲ୍ଲୀ: ଚୀନରେ ଅଣାୟତ୍ତ ହେଉଛି କରୋନା । କୋଭିଡ କଟକଣା ହଟିବା ପରେ ସ୍ଥିତି ସମ୍ପୂଣ୍ଣର୍ ବିଗିଡି ଯାଇଛି । ଦିନକରେ ବିଶ୍ୱରେ ସର୍ବାଧିକ କୋଭିଡ୍ ସଂକ୍ରମିତ ଚୀନରେ ଚିହ୍ନଟ ହୋଇଛନ୍ତି ।   ଚଳିତ ସପ୍ତାହର ଗୋଟିଏ ଦିନରେ ଚୀନରେ ପାଖାପାଖି ୩୭ ମିଲିୟନ୍ ଲୋକ କୋଭିଡ ଆକ୍ରାନ୍ତ ହୋଇଥିବା…

ରାଜ୍ୟରେ ନୂଆ ୫୭୨ ଜଣ କରୋନା ପଜିଟିଭ ଚିହ୍ନଟ: ଚିନ୍ତା ବଢ଼ାଇଲା ସମ୍ବଲପୁର ଓ ସୁନ୍ଦରଗଡ଼

ଭୁବନେଶ୍ବର: ଚିନ୍ତା ବଢ଼ାଇଲାଣି ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ। କାରଣ ଆଜି ଆକସ୍ମିକ ଭାବେ ଏଦୁଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବି ୫୦୦ ଉପରେ ରହିଛି। ଗତ ୧୩ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ…

ଦେଶରେ ଚିନ୍ତା ବଢ଼ାଉଛି କରୋନା ମୃତ୍ୟୁସଂଖ୍ୟା, ସଂକ୍ରମଣ କମୁଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ତଳକୁ ତଳକୁ ଖସୁଛି । ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳେ ରହିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୬୭ହଜାର ୮୪ ଆକ୍ରାନ୍ତ । ପଜିଟିଭ୍ ହାର ରହିଛି ୪.୪୪ପ୍ରତିଶତ । ସଂକ୍ରମଣ କମୁଛି । କିନ୍ତୁ…

ଦେଶରେ ଦିନକରେ ୩୫% ବଢ଼ିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ମେଲାଇ ଚାଲିଛି କରୋନା । ଦୈନିକ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ସପ୍ତାହରେ ୧୦ ହଜାର ତଳେ ରହିଥିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଚଳିତ ସପ୍ତାହରେ ୨୦ ହଜାର ପାର କରିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ହଜାର ୭୭୫ ସଂକ୍ରମିତ ।…

କରୋନା ମୃତ୍ୟୁରେ ସୁନାମୀ ଆଣିବ ଓମିକ୍ରନ, ଚେତେଇଲେ ହ୍ୱାଇଟ୍ ହାଉସ୍ କୋଭିଡ୍ ଚିଫ୍

ଓ୍ୱାଂଶିଟନ୍: ଓମିକ୍ରମ୍ ଆଣିପାରେ ବଡ଼ ଧରଣର ବିପତ୍ତି । ମହାମାରୀ ମୁକାବିଲାରେ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ କରୋନାର ନୂଆ ଷ୍ଟ୍ରେନ୍ । ଶୀତ ଋତୁରେ ସାରା ବିଶ୍ୱ ଆଉ ଏକ ବଡ଼ ବିପଦର ସାମନା କରିବାକୁ ଯାଉଛି । ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫୌସୀ ଚିନ୍ତାଜନକ…

ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଭଲ ଅଛି । ଦିନକରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ ହୋଇଛି । ୭୯ହଜାର ଟେଷ୍ଟିଂ ହୋଇଛି, ପଜିଟିଭ ହାର ୨.୪୫ ପ୍ରତିଶତ ରହିଛି । ଯେଉଁ ଦୁଇ ତିନୋଟି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି, ସେ ସବୁ ଜିଲ୍ଲାରେ ଧିରେ ଧିରେ ସଂକ୍ରମଣ ନିମ୍ନଗାମୀ ହେଉଛି । ତେବେ…

ଦେହରେ ମାସେ ରହୁଛି ଭାଇରସ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ଆସୁଛି ସୁଧାର । ସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ବେଳେ, ସ୍ଥିର ରହିଛି ସଂକ୍ରମଣ । ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଦେହରେ ମାସେ କାଳ ଭାଇରସ୍ ରହୁଛି । ତେଣୁ ଲୋକ ଅଧିକ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏଲଏସ…

ଆସନ୍ତା ୧୬ ତାରିଖରୁ ରାଜ୍ୟରେ କୋହଳ ହୋଇପାରେ କଟକଣା

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛ ମହାମାରୀ । ସଂକ୍ରମଣ କମୁଥିବାରୁ କଟକଣା କୋହଳ କରିପାରନ୍ତି ସରକାର । ଆସନ୍ତା ୧୬ ତାରିଖରେ ସରୁଛି କଟକଣା ଅବଧି । ତେଣୁ ଆସନ୍ତା ୧୬ ତାରିଖରୁ ରାଜ୍ୟରେ କୋହଳ ହୋଇପାରେ କଟକଣା । ଏଥିପାଇଁ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ସଂକ୍ରମଣ ହ୍ରାସ…

ପଜିଟିଭ୍ ହାର ଓ କୋଭିଡ ଗାଇଡଲାଇନକୁ ଦେଖି ଅନଲକ୍ ସମ୍ପର୍କରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ମାମଲା ହ୍ରାସ ପାଉଥିବା ବେଳେ, ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ତେବେ ଗତ କିଛି ଦିନର ସ୍ଥିତିକୁ ଯଦି ନଜର ପକାଇବା, ତାହେଲେ ରାଜ୍ୟରେ କମୁଛି ସଂକ୍ରମଣ । ଯେଉଁ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି,…