Latest Odisha News

BREAKING NEWS

Browsing Tag

COVID19

ଭାଷା ଭାଗବତ : ଗୋମାତା, ସ୍ବମାତା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗୋମାତାଠାରୁ ଦୁହିଁ କ୍ଷୀର ଗୋପାଳ ଚଳାଏ ବେପାର ବାଛୁରି ରହିପାରେ ଜିଇଁ ବାସିଭାତ ତୋରାଣି ପିଇ ସ୍ବମାତା ଥନ ଗଲେ ଶୁଖି ଶିଶୁଟେ ଗୁଂଡ କ୍ଷୀର ଢୋକି ମାଆର ମୁହଁକୁ ନିରେଖି ସତରେ ହୋଇଥାଏ ସୁଖୀ ଗୋମାତା, ସ୍ବମାତା…

ଓଡ଼ିଶାରେ ବଢ଼ୁଛି କୋଭିଡ୍ ସଂକ୍ରମଣ, ୪ ଶହ ଡେଇଁଲା ଦୈନିକ ମାମଲା

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୪୧୧କୁ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୯୭ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି । ଓଡ଼ିଶା ସୀମାନ୍ତ…

ଚିନ୍ତା ବଢ଼ାଉଛି କରୋନା ! ଦେଶରେ ୧୦ହଜାର୯୩ ଓ ରାଜ୍ୟରେ ୧୫୦୫ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟା ମଧ୍ୟରେ ୧୦ହଜାର୯୩ଜଣ ନୂତନ କରୋନା ସଂକ୍ରମଣ ଚିହ୍ନଟ ଓ ଦିନକରେ ୧୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୫୪୨ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁସଂଖ୍ୟା…

କୋଭିଡ ଭଳି ଆହ୍ୱାନର ସାମ୍ନା କରିବା ପାଇଁ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍‌

ଭୁବନେଶ୍ୱର: କୋଭିଡ ଭଳି ସମସ୍ୟାକୁ ମାନବ ସମାଜ ବାରମ୍ବାର ସାମ୍ନା କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏହାକୁ ସାମ୍ନା କରିବା ସହ ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି ଶୁକ୍ରବାର ଜଣେ ଗବେଷକ କହିଛନ୍ତି । କୋଭିଡ୍ ୧୯ ଭଳି ସ୍ୱାସ୍ଥ୍ୟ ସମସ୍ୟା…

ଆସନ୍ତା ୧୯ରୁ ସରକାରୀ ଡାକ୍ତରଖାନାରେ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ବିଦେଶରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟରେ ଭ୍ୟାକ୍ସିନ୍ ନଥିଲା । ଭ୍ୟାକ୍ସିନ୍ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଥିଲେ । ଜାତୀୟ କୋଭିଡ୍-୧୯ ଟିକାକରଣ ଯୋଜନାରେ କେନ୍ଦ୍ର ସରକାର କୋଭିସିଲ୍ଡ ଯୋଗାଇ ଦେବାକୁ…

ଆସିଲା କୋଭିଡ୍ ଗାଇଡଲାଇନ୍, ମାସ୍କ ପିନ୍ଧିବାକୁ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି । ମାସ୍କ ବ୍ୟବହାର, ହାତ ଧୋଇବାକୁ ଗୁରୁତ୍ୱ ଦିଆଯାଇଛି । ଲକ୍ଷଣ ଦେଖାଗଲେ…

କୋଭିଡ୍ କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ପାଇଁ ଆସିବ ସ୍ୱତନ୍ତ୍ର ନୀତି: 5T ସଚିବ

ଭୁବନେଶ୍ୱର: 5T ସଚିବ ଭିକେ ପାଣ୍ଡିଆନ୍ ଆଜି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ କରିଛନ୍ତି । ଗସ୍ତ ଅବସରରେ 5T ସଚିବ ପାଣ୍ଡିଆନ୍ ଶିଳ୍ପଦ୍ୟୋଗୀ ଓ, କର୍ମଚାରୀ ଓ ସ୍ଥାନୀୟ ଲୋଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T…

ରାଜଧାନୀରେ ବାଧ୍ୟତାମୂଳକ ହେଲା ମାସ୍କ, ନ ପିନ୍ଧିଲେ ଦେବେ ଜରିମାନା

ନୂଆଦିଲ୍ଲୀ: ପୁଣି ଥରେ ମାସ୍କ ବାଧ୍ୟତାମୂଳକ ହୋଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ସରକାର । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧିଲେ ୫ ଶହ ଟଙ୍କା ଜରିମାନା ଗଣିବାକୁ ପଡ଼ିବ ।…

[ଦେଖନ୍ତୁ ଭିଡିଓ] କୋଭିଡ୍ ରେଡ୍ ଜୋନରେ ରାଜ୍ୟର ୫ ଜିଲ୍ଲା, ଆଜି ବି ହଜାରେ ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ବଢ଼ୁଛି ସଂକ୍ରମଣ, ରେଡ୍ ଜୋନକୁ ଆସୁଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ଗତକାଲି ୧୦୪୩, ଆଜି ୧୦୬୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ରାଜ୍ୟରେ । ଅନ୍ୟପଟେ ରାଜ୍ୟରେ ଟେଷ୍ଟ ପଜିଟିଭିଟ୍ ରେଟ୍ ବୃଦ୍ଧି ପାଉଛି । ରାଜ୍ୟରେ ଟିପିଆର୍ ୫ ପ୍ରତିଶତ ଉପରେ ରହିଛି । ଗତ ୨୪ ଘଣ୍ଟାରେ…

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ୨୮ ଜିଲ୍ଲାରୁ ୧୦୪୩ ସଂକ୍ରମିତ ଚିହ୍ନଟ

ଭୁନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଆଉ ୧୦୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ଶହେ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୬୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୪ଟି ମାମଲା ସ୍ଥାନୀୟ…