Latest Odisha News

BREAKING NEWS

Browsing Tag

Donald Trumph

ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା, ନିର୍ବାଚନ ତଦନ୍ତ ବନ୍ଦ କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା। ଟ୍ରମ୍ପଙ୍କ ନିର୍ବାଚନ ଅନୁସନ୍ଧାନକୁ ରୋକିବା ପାଇଁ ଯେଉଁ ଆବେଦନ କରାଯାଇଥିଲା ସେହି ଆବେଦନକୁ ଜର୍ଜିଆ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଓକିଲ ଫନି ୱିଲିସ୍ଙ୍କୁ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ ନକରିବାକୁ…

ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି ଡୋନାଲ୍ଡ ଟ୍ରମ୍ପଙ୍କ ବୌଦ୍ଧ ଅବତାର

ନୂଆଦିଲ୍ଲୀ: ଚାଇନାର ଆସବାବପତ୍ର ନିର୍ମାତା ହଙ୍ଗ ଜିନ୍ସି ଗତ ବର୍ଷ ବୌଦ୍ଧ ପୋଷାକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧ୍ୟାନ କରୁଥିବାର ଦୁଇଟି ପ୍ରତିମୂର୍ତ୍ତି ତିଆରି କରିଥିଲେ। ଏଥିରେ ଟ୍ରମ୍ଫ୍‌ ବୁଦ୍ଧ ବସ୍ତ୍ର ପରିଧାନ କରି ଧ୍ୟାନ କରୁଥିବା ଦେଖିବାକୁ ମିଳିଥିଲା।…

ପୁଣି ଥରେ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମକୁ ଫେରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପୂର୍ବତନ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ସୋମବାର 'ଆମେରିକାର ୪୫ ତମ ରାଷ୍ଟ୍ରପତିଙ୍କ ଅଫିସିଆଲ୍ ୱେବସାଇଟ୍' ଉନ୍ମୋଚନ କରିବାକୁ ଘୋଷଣା କରିଛନ୍ତି। ଟୁଇଟର, ଫେସବୁକ ନିଷେଧ ପରେ ଖୁବ୍‌ ଶୀଘ୍ର ଡୋନାଲ୍ଡ ଟ୍ରମ୍ପ ନିଜର…

ୱାଶିଂଟନ୍‌ ଡିସି ଛାଡିବାକୁ ପ୍ରସ୍ତୁତ ଟ୍ରମ୍ପ୍‌

ୱାଶିଂଟନ୍: ଯୁଗ୍ମ ବେସ୍ ଆଣ୍ଡ୍ର୍ୟୁସରେ ଏକ ବିଶାଳ ବିଦାୟ ସମାରୋହ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ସକାଳେ ହ୍ବାଇଟ୍‌ ହାଉସ୍‌ରୁ ବିଦାୟ ନେବାକୁ ଯାଉଛନ୍ତି। ସେ ଶେଷ ଥର ପାଇଁ ବାୟୁସେନା ୱାନରେ ଚଢିବେ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିଦାୟ ସମ୍ବୋଧନରେ ପୁଣି…

ଯିବା ପୂର୍ବରୁ କ’ଣ ରହିଛି ଟ୍ରମ୍ପ୍‌ଙ୍କ ବଡ଼ ଟାର୍ଗେଟ୍‌

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ବର୍ତ୍ତମାନ କିଛି ଦିନ ବାକି ଅଛି। ଟ୍ରମ୍ପ ତାଙ୍କର ଶେଷ ଦିନରେ ଟ୍ୱିଟର ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଟାର୍ଗେଟ କରିପାରନ୍ତି। ସିଏନ୍ଏନ୍ ଅନୁଯାୟୀ, ଆମେରିକା ସଂସଦର କ୍ୟାପିଟଲ୍ ହିଲ୍ କମ୍ପ୍ଲେକ୍ସରେ…

ବାଇଡେନ୍‌ଙ୍କ ଶପଥ ଗ୍ରହଣ ପୂର୍ବରୁ ଦେଶ ଛାଡିବେ ଟ୍ରମ୍ଫ୍‌!

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ କେଉଁଠାରେ ରହିବେ ସେନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି। ରିପୋର୍ଟ ଅନୁଯାୟୀ, ବାଇଡେନ୍‌ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବାର ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପଙ୍କ ଅଫିସିଆଲ୍ ବିମାନ ଯୋଗେ ସ୍କଟଲାଣ୍ଡ ଯିବାର…

୧୫ ଜଣଙ୍କୁ ଦଣ୍ଡରୁ ବଞ୍ଚିତ କଲେ ଟ୍ରମ୍ପ୍; ଆମେରିକା‌

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ୧୫ ଜଣଙ୍କୁ ଦଣ୍ଡରୁ ବଞ୍ଚିତ କରିଛନ୍ତି। ସେମାନଙ୍କ ମଧ୍ୟରେ ରୋବର୍ଟ ମୁଲର୍‌ ଅନୁସନ୍ଧାନରେ ଦୋଷୀ ସାବ୍ୟସ୍ତ ଦୁଇଜଣ ବ୍ୟକ୍ତି ଏବଂ ସେମାନଙ୍କ ରିପବ୍ଲିକାନ୍ ସହକର୍ମୀ ମଧ୍ୟ ସାମିଲ୍‌ ଅଛନ୍ତି। ଇରାକର ସାଧାରଣ ନାଗରିକଙ୍କ…

ଆମେରିକା: ଏବେ ବି ପରାଜୟକୁ ଗ୍ରହଣ କରୁନାହାନ୍ତି ଟ୍ରମ୍ପ୍‌

ୱାଶିଂଟନ୍: ଖୁବ୍‌ ଶୀଘ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ଗ୍ରହଣ କରିବେ। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାଜୟକୁ ଗ୍ରହଣ କରିନଥିବା ସୂଚନା ମିଳିଛି। ସେ ଏହି ପଦରେ ଜାରି ରହିବେ ବୋଲି ଦାବି କରିଛନ୍ତି। ବ୍ୟୟବହୁଳ ରାଷ୍ଟ୍ରପତି ନିର୍ବାଚନରେ…

ପାକିସ୍ତାନରେ ରହୁଛି ଟ୍ରମ୍ପଙ୍କ ଝିଅ, ଭିଡିଓ ଭାଇରାଲ୍

ଭୁବନେଶ୍ୱର: ମିଥ୍ୟା ବୟାନ ପାଇଁ ବେଶ ଜଣାଶୁଣା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିକଟରେ ଡୋନାଲ୍ଡ ଜୋ ବାଇଡେନ୍‌ଙ୍କଠାରୁ ପରାସ୍ତ ହୋଇ ରାଷ୍ଟ୍ରପତି ପଦବୀ ହରାଇଥିଲେ । ହେଲେ ଏବେ ଟ୍ରମ୍ପଙ୍କ ସଂପର୍କିତ ପାକିସ୍ତାନର ଏକ ପୁରୁଣା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍…

ମାର୍କ ଏସ୍ପର୍‌ଙ୍କୁ ପ୍ରତିରକ୍ଷା ସଚିବ ପଦରୁ ହଟାଇଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଅନେକ ଦିନର ମତଭେଦ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ପ୍ରତିରକ୍ଷା ସଚିବ ମାର୍କ ଆସପରଙ୍କୁ ବରଖାସ୍ତ କରିଛନ୍ତି। ସେ ତାଙ୍କ ସ୍ଥାନରେ ଖ୍ରୀଷ୍ଟୋଫର ମିଲରଙ୍କୁ ଏହି ପଦର ଦାୟିତ୍ୱ ଭାର ଦେଇଛନ୍ତି। ଏକ ଅଫିସିଆଲ୍ ଟ୍ୱିଟ୍ ମାଧ୍ୟମରେ ଟ୍ରମ୍ପ ଏହା ଘୋଷଣା…