Latest Odisha News

BREAKING NEWS

Browsing Tag

Explosion

ଚନ୍ଦନ ଯାତ୍ରା ବେଳେ ବିସ୍ଫୋରଣ, ୧୦ରୁ ଅଧିକ ଲୋକ ଆହତ

ଜଗତସିଂହପୁର : ଚନ୍ଦନ ଯାତ୍ରା ଚାଲିଥିବା ବେଳେ ବିସ୍ଫୋରଣ । ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ଶାରଳାଙ୍କ ପୀଠରେ ଅଘଟଣ। ଚନ୍ଦନ ଯାତ୍ରା ଚାଲିଥିବା ବେଳେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଶ୍ରଦ୍ଧାଳୁଙ୍କ ଗହଣରେ ଚନ୍ଦନଯାତ୍ରାକୁ…

ବାଣ ବିସ୍ଫୋରଣରେ ଜଳିଗଲା ସରକାରୀ କ୍ୱାର୍ଟର

ଭୁବନେଶ୍ୱର: ଗୁରୁବାର ସକାଳେ ଭୁବନେଶ୍ୱରର ୟୁନିଟ୍-୨ରେ ଥିବା ଏକ ସରକାରୀ କ୍ୱାର୍ଟରରେ ବାଣ ବିସ୍ଫୋରଣ ହୋଇଛି । ଘରେ ଗଚ୍ଛିତ ଥିବା ବାଣ ବିସ୍ଫୋରଣ ଫଳରେ କ୍ୱାର୍ଟରରେ ନିଆଁ ଲାଗି ରୁମ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ସୂଚନା ଅନୁସାରେ, ଉକ୍ତ ସରକାରୀ କ୍ୱାର୍ଟରରେ ବେଆଇନ୍ ଭାବେ ବାଣ ତିଆରି…

ଢାକାରେ ବଡ଼ ଧରଣର ବିସ୍ଫୋରଣ, ୧୪ ମୃତ

ଢାକା: ବାଂଲାଦେଶର ଢାକାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ଢାକାର ଏକ ୭ ମହଲା କୋଠାରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ଦେଇଛି ବାଂଲାଦେଶ ପୋଲିସ । ବିସ୍ଫୋରଣ ପରେ ସେଠାରେ ୧୧ ଗୋଟି ଅଗ୍ନିଶମ…

ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ

ଜଗତସିଂହପୁର: ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ । ଚାଲିଗଲା ୨ ଜଣଙ୍କ ଜୀବନ, ୨ ଜଣ ଗୁରୁତର । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ଠାରେ ଥିବା ବାବା ମାଧୁରୀ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଆଜି ମଧ୍ୟାହ୍ନରେ ବାଣ ବନ୍ଧା କାମ ଚାଲୁଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା ।…

ବାଣ ଭିଡୁଥିବା ବେଳେ ବିସ୍ଫୋରଣରେ ଜଣେ ମୃତ, ୩ ଜଣ ଗୁରୁତର  

ଅନୁଗୁଳ: ଦୀପାବଳି ପୂର୍ବରୁ ଅଘଟଣ । ବାଣ ଭିଡ଼ିବା ବେଳେ ଚାଲିଗଲା ଜୀବନ । ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗାଁରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ସେହି ଗାଁର ତ୍ରିପୁର…

ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ୭ ଆହତ

ବ୍ରହ୍ମପୁର: ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟି ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲା କୋଦଳା ଥାନା ବେରୁଆବାଡି ଗାଁର ଗୋଟିଏ ଘରେ ବାଣ ଭିଡ଼ିବା ବେଳେ ଏଭଳି ଅଘଟଣ ଘଟିଛି । ବାଣ ବିସ୍ଫୋରଣରେ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୁରୁତରଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ…

ନଦୀକୁ ତେଲ ଟ୍ୟାଙ୍କର ଖସିବା ପରେ ବିସ୍ଫୋରଣ, ଜିଅନ୍ତା ଜଳିଗଲେ ୪ ଜଣ

ନୟାଗଡ଼: ଇଟାମାଟି ଥାନା ବଡ଼ପଣ୍ଡୁସର ପୋଲରେ ବଡ଼ ଧରଣର ଦୁର୍ଘଟଣା ଘଚିଛି । ପେଟ୍ରୋଲିୟମ୍ ତୈଳ ନେଇ ଯାଉଥିବା ଟ୍ୟାଙ୍କର ନଦୀକୁ ଖସିବା ପରେ ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ତେଲ ଟ୍ୟାଙ୍କରଟି କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିଲା । ଶୁକ୍ରବାର ବିଳମ୍ବିତ…

କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୨ ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି । ଗତ ବିଳମ୍ବିତ ରାତିରେ ମୁମ୍ବାଇଠାରୁ…

ଆସାମରେ ଓଏନଜିସି ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ

ଗୌହାଟୀ: ଆସାମ ତିନସୁକିଆ ସ୍ଥିତ ଓଏନଜିସି ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ । ସୂଚନା ଅନୁସାରେ, ତିନସୁକିଆ ବାଘଜାନ୍ ଅଞ୍ଚଳରେ ଥିବା ଓଏନଜିସି ପାଇପ୍‌ଲାଇନ୍‌ରେ ସୋମବାର ଦିନ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ବୁଲ୍ ଲାଇନ୍ (ଯେଉଁଠୁ ପାଇପ୍ ଅନ୍ୟ ଦିଗକୁ ମୋଡ଼ି ଥାଏ)…

ବିସ୍ଫୋରଣରେ ଥରିଲା ଲେବାନନ୍ ରାଜଧାନୀ, ଦେଖନ୍ତୁ ଭିଡିଓ

ବେରୁତ: ଲେବାନନ ରାଜଧାନୀରେ ଭୟଙ୍କର ବିସ୍ଫୋରଣ । ଦୁଇ ଦୁଇଟି ବିସ୍ଫୋରଣରେ ଥରିଲା ବେରୁତ । ଲେବାନନ ରାଜଧାନୀ ଆକାଶରେ ନିଆଁ ଓ ଧୂଆଁର ଆସ୍ତରଣ ଦେଖିବାକୁ ମିଳିଥିଲା । କୁହାଯାଇଛି ବିସ୍ଫୋରଣରେ ସହରରେ ବହୁ ବଡ଼ ବଡ଼ କୋଠା କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ବିସ୍ଫୋରଣ ବନ୍ଦର ଅଞ୍ଚଳରେ ଓ ଆଉ…