ଏଥର କଟକରେ ହେବନି ଗଣେଶ ପୂଜା
କଟକ: ବର୍ଷ ବର୍ଷ ଧରି ହେଉଥିବା ଗଣେଶ ପୂଜା ଉପରେ ପଡିଛି କରୋନା ମହାମାରୀର ପ୍ରଭାବ । ଏଥର ସିଲଭର ସିଟି କଟକରେ ହେବନି ଗଣେଷ ପୂଜା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂଜା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ବସାଧାରଣ ସ୍ଥାନ ଏବଂ କୌଣସି ସଂସ୍ଥା କିମ୍ବା ପୂଜା କମିଟି…