Latest Odisha News

BREAKING NEWS

Browsing Tag

Government of Odisha

ରାଜ୍ୟରେ ଯଥେଷ୍ଟ ପରିମାଣର ଔଷଧ ରହିଛି: ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ରାଜ୍ୟବାସୀଙ୍କୁ ନିଶ୍ଚିନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ପ୍ରେସମିଟ୍ କରି ସରକାର ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଯଥେଷ୍ଟ ଔଷଧ ମହଜୁଦ ରହିଛି । ରାଜ୍ୟବାସୀ ନିଶ୍ଚିନ୍ତ ରୁହନ୍ତୁ । କୋଭିଡ୍ ଟିକା ପ୍ରସ୍ତୁତ…

୨୦୨୦-୨୧ ବଜେଟ ବ୍ୟୟବରାଦର ହେବ ପୁନଃବିଚାର

ଭୁବନେଶ୍ୱର: ୨୦୨୦-୨୧ ପାଇଁ ହୋଇଥିବା ବ୍ୟୟବରାଦ ଉପରେ ପୁଣି ଥରେ ଅନୁଧ୍ୟାନ କରିବେ ରାଜ୍ୟ ସରକାର ।  ମହାମାରୀ ମୁକାବିଲା କ୍ଷେତ୍ରରେ ହେଉଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ମନ୍ତ୍ରୀ ପରିଷଦ ବୈଠକରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ମୁକାବିଲା ଖର୍ଚ୍ଚକୁ ଦୃଷ୍ଟିରେ ରଖି କାମ୍ପା ଓ…

କରୋନା ଯୋଦ୍ଧାଙ୍କୁ ମିଳିବ ପ୍ରୋତ୍ସାହନ ରାଶି

ଭୁୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ ମଳିିବ ପ୍ରୋତ୍ସାହନ ରାଶି । ରାଜ୍ୟର କୋଭିଡ୍ ହସ୍ପିଟାଲ ରେ କାର‌୍ୟ୍ୟରତ କୋଭିଡ ଯୋଦ୍ଧାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡରେ କାମ କରୁଥିବା ଡାକ୍ତର, ନର୍ସ, ଲାବୋରଟୋରି ଟେକ୍ନିସିଆନ, ଫାର୍ମାସିଷ୍ଟ, ଚତୁର୍ଥ ଶ୍ରେଣୀ…

ଲାଗିଲା କଟକଣା, ବିନା ପରିଚୟ ପତ୍ରରେ ଭୁବନେଶ୍ୱରକୁ ପ୍ରବେଶ ମନା

ଭୁବନେଶ୍ୱର: ଏଣିକି ବିନା ପରିଚୟ ପତ୍ରରେ ଭୁବନେଶ୍ୱରକୁ ପ୍ରବେଶ ମନା ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଅତି ଜରୁରୀ କାମ ନଥିଲେ ଭୁବନେଶ୍ୱର ଆସିବାକୁ ମନା କରାଯାଇଛି । ଏଥିପାଇଁ ଲକଡାଉନ୍ ସମୟରେ କଟକଣା ଲାଗୁ ହୋଇଛି । ଆହୁରି ମଧ୍ୟ ଯେଉଁମାନେ…

କୋଭିଡ୍ କେୟାର ହୋମରେ ମିଳିବ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି

ଭୁବନେଶ୍ୱର: କୋଭିଡ କେୟାର ହୋମରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟ କର୍ମୀ। ଆସନ୍ତା ତିନି ମାସ ପାଇଁ ଏହି ନିଯୁକ୍ତି ମିଳିବ। ମୋଟ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ମିଳିବ। ପ୍ରତ୍ୟେକ ପଂଚାୟତରେ ଥିବା କୋଭିଡ କେୟାର ହୋମରେ ଏହି ସ୍ୱାସ୍ଥ୍ୟକର୍ମୀ ଅର୍ଥାତ ଏଏନଏମଙ୍କୁ ନିଯୁକ୍ତି ନେଇ…

ମାସ୍କ, ପିପିଇ କିଟ୍ ଭଳି ମୋବାଇଲ କିଣାରେ ଦୁର୍ନୀତି ହୋଇଛି : ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ଆଣିବା ପରେ ଆଜି ମୋବାଇଲ କିଣାରେ ବି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ । କେନ୍ଦ୍ର ସରକାର ପ୍ରଦାନ କରିଥିବା ସ୍ପେଶିଫିକେସନ୍‌କୁ ବଦଳାଇ ରାଜ୍ୟ ସରକାର ମୋବାଇଲ କିଣିଛନ୍ତି ବୋଲି ସାମ୍ବାଦିକ…

ପୁରୀରୁ ଆରମ୍ଭ ହେଲା ସେରୋଲୋଜିକାଲ ସର୍ଭେ

ଭୁବନେଶ୍ୱର: ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି ସେରୋଲୋଜିକାଲ ସର୍ଭେ । ଆସନ୍ତା ୧ ତାରିଖରୁ ଗଂଜାମ, ଗଜପତି ଓ କଟକରେ ଟେଷ୍ଟ କରାଯିବ । ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଅଧିକ ଜନସଂଖ୍ୟା ଆବଦ୍ଧ ଅଂଚଳରେ ଟେଷ୍ଟ କରାଯାଉଛି । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଅନୁସାରେ, ବାହୁଡା…

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ସନ୍ଧ୍ୟା ୭.୪୫ରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଏଥିରେ ଶ୍ରୀମନ୍ଦିର ରଥଯାତ୍ରା ପ୍ରସଙ୍ଗରେ ଆଲୋଚନା ହୋଇପାରେ। ବୈଠକରେ ଆଡଭୋକେଟ ଜେନେରାଲ ଉପସ୍ଥିତ ରହିବେ । ଏହାଛଡା ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର, ଆଇନ ସଚିବ ଏବଂ ଶ୍ରୀମନ୍ଦିର ମୁଖ୍ୟ…

ରଥଯାତ୍ରା ବନ୍ଦ କରିବାକୁ ଷଡଯନ୍ତ୍ର ଚାଲିଛି: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ୫ ଦିନ । ହେଲେ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିିଁ ସେନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନାହାଁନ୍ତି । ଏହାରି ଭିତରେ ସରକାରଙ୍କୁ ଘେରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ସାଧାରଣରେ ସନ୍ଦେହ…

ତେଲ ଦର ବଢିଲା, ବସ୍ ଭଡା ବି ବଢିଲା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଛି ବସ୍ ଭଡା । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କହିଛି, ବାରମ୍ବାର ତେଲ ଦର ବୃଦ୍ଧି କାରଣରୁ ଅଟୋମେଟିକ ମେକାନିଜିମ୍ ସିଷ୍ଟମ ଅନୁଯାୟୀ ରାଜ୍ୟରେ ଘରୋଇ ବସ୍ ଭଡା ବୃଦ୍ଧି ପାଇଛି । ଶେଷ ଥର ପାଇଁ ମାର୍ଚ୍ଚ ୨୧ ତାରିଖରେ ବସ୍ ଭଡା କମିଥିଲା । ତେବେ ଲକଡାଉନ୍…