Latest Odisha News
Browsing Tag

Government

ପିଏମ୍ ଆବାସ ଓ ସମ୍ବଲପୁର ହିଂସା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରିଛନ୍ତି । ଖାସ କରି ପିଏମ୍ ଆବାସ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଗିରିରାଜ। କହିଛନ୍ତି, ୟୁପିଏ ସରକାର ସମୟରେ ମାତ୍ର ୧୦…

ଚାଷ ଓ ଚାଷୀଙ୍କ ପାଇଁ ଚିନ୍ତା ପ୍ରକାଶ କଲେ ଅରୁଣ, କହିଲେ; ପେଟକୁ ଭାତ ଓ ମୁଣ୍ଡକୁ ଛାତ ଦେବାରେ କେନ୍ଦ୍ର ବିଫଳ

ଭୁବନେଶ୍ୱର : ବିଧାନସଭା ପରିସରରେ ଆଜି (ବୁଧବାର) ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ 'ଆଶୁ କବି' ଅନ୍ଦାଜରେ ନଜର ଆସିଥିଲେ ବିଜେଡି ବିଧାୟକ ଅରୁଣ ସାହୁ l ଏକାଧିକ ବାର ପଦକୁ ପଦ ଛନ୍ଦି କହିଥିଲେ " ଚାଷ, ବାସ, କେନ୍ଦ୍ର ସରକାର କଲା ସର୍ବନାଶ" l ଏଥିସହ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି…

ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଆଉ ନେଇ ହେବନି ସିମ୍ କାର୍ଡ ! ସାଇବର ଅପରାଧ ଉପରେ ରୋକ୍ ଲଗାଇବାକୁ UIDAIର…

ନୂଆଦିଲ୍ଲୀ : ପ୍ରତିଦିନ ଆଗକୁ ଆସୁଛି ଆଧାର କାର୍ଡ ଜନିତ ସାଇବର ଠକାମି ଓ ଅପରାଧ । ଆଉ ସାଇବର ଠକାମି କରିବାରେ ମୋବାଇଲ ସିମ୍ କାର୍ଡର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେଣୁ ଲୋକଙ୍କୁ ଚୂନା ଲଗାଇବାକୁ ଏମାନେ ପ୍ରଥମେ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଦୋକାନରୁ ସିମ୍ କାର୍ଡ…

ମଣିଷ ମରା ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା

ପାଟନା: ବଣୁଆ କୁକୁରଙ୍କ ଚାଲିଥିଲା ଆତଙ୍କରାଜ୍‌ । ସରକାରଙ୍କ ନିର୍ଦ୍ଦେଶକ୍ରମେ କୁକୁରଙ୍କୁ କରାଗଲା ନିପାତ୍‌ ।  ବିହାରର ବେଗୁସରାଇ ଜିଲ୍ଲାରେ ପ୍ରାୟ ୩୦ଟି ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ଏବଂ ପରିବେଶ ବିଭାଗ ଦ୍ୱାରା ଏକ ସୁଟର ଟିମ୍‌ ଗଠନ…

ଗୋଟିଏ ଦୁର୍ଘଟଣା ବଦଳାଇଦେଲା ମହାଦେବଙ୍କ ଜୀବନର ଗତିପଥ,ସଂସାର ଚଳିବ କେମିତି?

ନବରଙ୍ଗପୁର : ଗୋଟିଏ ଦୁର୍ଘଟଣା ବଦଳାଇଦେଲା ସବୁକିଛି । ଆଉ ଉଜାଡ଼ି ଦେଲା ଗୋଟିଏ ହସଖୁସିର ସଂସାର । ସ୍ତ୍ରୀ ଛାଡି ଚାଲିଗଲା ଆରପାରିକୁ, ପୁଅ,ଝିଅ ଅଧାରୁ ପାଠ ଛାଡିଲେ, ବିକଳାଙ୍ଗ ହୋଇଗଲେ ମହାଦେବ, ଆଉ କଷ୍ଟ ହୋଇଯାଇଛି ଘର ଚଳିବା, ସମ୍ପର୍କୀୟ ଓ ପଡ଼ୋଶୀ ଦୟାକଲେ ପେଟ ଚାଖଣ୍ଡକୁ ମିଳୁଛି…

ନୂଆ ବର୍ଷରୁ ଆସିବ ୧୦୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ: ନୂଆ ବର୍ଷରେ ଆସିବ ନୂଆ ନୋଟ୍‌  । ସେ ପୁଣି ୧୦୦୦ ଟଙ୍କିଆ ନୋଟ୍‌  । ବଜାରକୁ ୧୦୦୦ ଟଙ୍କିଆ ନୋଟ୍ ଆସିବା ନେଇ ଚାଲିଛି ଚର୍ଚ୍ଚା। ସୂଚନା ଅନୁଯାୟୀ, ବଜାରକୁ ୧୦୦୦ ଟଙ୍କିଆ ନୋଟ୍‌ ଆଣିବା ପାଇଁ ଲୋକମାନେ ଦାବି କରି ଆସୁଥିଲେ  । ତେବେ କେନ୍ଦ୍ର ସରାକର ୨୦୦୦ ଟଙ୍କା ନୋଟ୍…

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ, କେନ୍ଦ୍ର ସରକାରଙ୍କ ଏଜେଣ୍ଡାରେ ୧୬ ନୂଆ ବିଲ୍

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେବ । ଚଳିତ ଅଧିବେଶନରେ ବିରୋଧୀ ଦଳ ମୂଲ୍ୟବୃଦ୍ଧି, ବେକାରୀ, ଚୀନ ସୀମା ସଙ୍କଟ, କଲେଜିୟମ ଆଦି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବ । ଗତକାଲି ସଂସଦ ଭବନ ପରିସସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ…

ଅଧା ବାଟରେ ଅନାଥ କରି ଚାଲିଗଲେ ବାପା ମା’, ୪ ପ୍ରାଣୀକୁ ପୋଷୁଛନ୍ତି ଜ୍ୟୋତି

କେନ୍ଦ୍ରାପଡ଼ା : ଜୀବନ ଜିଇଁବାକୁ ଲଢ଼େଇ କରୁଛନ୍ତି ଜ୍ୟୋତି । ଅଧାବାଟରେ ମୁଣ୍ଡରୁ ହାତ କାଢ଼ିନେଇଛନ୍ତି ବାପା-ମା’ । ଜନ୍ମ ଦେଇ ଦୁନିଆକୁ ଆଣିଥିଲେ ସତ ହେଲେ ଜ୍ୟୋତି ମଣିଷ ହେବା ପୂର୍ବରୁ ଛାଡ଼ି ଚାଲିଗଲେ ପରପାରିକୁ । ଆଉ ଘରର ସମସ୍ତ ଦାୟିତ୍ୱ ​‌ଦେଇଗଲେ ଏଇ କୋଡିଏ ବର୍ଷର ଝିଅ ମୁଣ୍ଡରେ…

ସରକାର ଓ ଚାଷୀଙ୍କ ଦଶମ ବୈଠକ ସରିଲା, ବାହାରି ପାରୁନି ସମାଧାନର ବାଟ

ନୂଆଦିଲ୍ଲୀ : ଦଶମ ବୈଠକ ପରେ ବି କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ କୌଣସି ସମାଧାନ ବାହାରି ପାରୁନି । ଆଜିର ବୈଠକରେ ନିଜ ନିଜ ଜିଦ୍‌ରେ ଅଟଳ ରହିଥିଲେ ଉଭୟ ପକ୍ଷ । ଯଦିଓ ସରକାର ଆଇନକୁ ବର୍ଷେ ପାଇଁ ସ୍ଥଗିତ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିସହ ଗୋଟିଏ କମିଟି ଗଠନ କରିବେ ବୋଲି…

ପୁଣି ବିଫଳ ହେଲା ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା, ୧୯ରେ ଆଗାମୀ ବୈଠକ

ଭୁବନେଶ୍ୱର : କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଆଜି ବି ବାହାରି ପାରିଲାନି ସମାଧାନର ବାଟ । ତେଣୁ ନବମ ପର୍ଯ୍ୟାୟ ବୈଠକରେ ବି ନିଷ୍କର୍ଷ ବାହାରି ପାରିଲାନି । ତେଣୁ ଆଗାମୀ ବୈଠକ ୧୯ ତାରିଖ ରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର…