ହୁମାଙ୍କୁ ଲାଗିଲା ବିଜୁଲି ବିଲ୍ର ଝଟ୍କା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କୁରେସିଙ୍କୁ ଲାଗିଲା ବିଜୁଳି ବିଲ୍ର ଝଟ୍କା । ହୁମାଙ୍କ ହୋସ୍ ଉଡାଇଦେଇଛି ବିଦ୍ୟୁତ ବିଲ୍ । ବିଲ୍ ଦେଖି ତାଙ୍କୁ ଲାଗିଛି ତଗଡା ଝଟ୍କା । ତାଙ୍କ ଗୋଟିଏ ମାସର ବିଜୁଳି ବିଲ୍ ୫୦ ହଜାର ଟଙ୍କା ଆସିଛି । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…