Latest Odisha News

BREAKING NEWS

Browsing Tag

INDIA CHINA FACE OFF

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନର ବଦମାସୀ କମୁନି । ଲଦାଖ ପରେ ଏବେ ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ସେନା ସହ ମୁହାଁମୁହିଁ ହୋଇଛି । ଏଲଏସିରେ ଦୁଇ ଦେଶର ସୈନ୍ୟ ସାମନା ସାମନି ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ୟାଙ୍ଗସ୍ତେ ଅନ୍ତର୍ଗତ ତାଓ୍ୱାଙ୍ଗ ସେକ୍ଟରରେ ଏହି ଘଟଣା ଘଟିଥିଲା । ଚୀନର…

ଚୀନ୍‌ର ନୂଆ ଚାଲ: ସୀମାରେ ମାଇକ ଲଗାଇ ବଜାଉଛି ପଞ୍ଜାବୀ ଗୀତ

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତୀୟ ସେନା ଠାରୁ ବାରମ୍ୱାର ମାତ୍ ଖାଇବା ପରେ ବି କିଛି ଶିଖୁନି ଚୀନ୍ । ଏବେ ଭାରତୀୟ ସେନାକୁ ଉସୁକାଇବାକୁ ନୂଆ ଚାଲ୍ ଚଲାଇଛି ଚୀନ୍ । ଲଦାଖର ଏଲଏସିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ଉତେଜନାପୁର୍ଣ୍ଣ ସ୍ଥିତି ଲାଗି ରହିଛି । ଏହି ଅବସରରେ ପ୍ରତିଦିନ ଭାରତ…

ସବୁ ପରିସ୍ଥିତିର ସାମ୍ନାକୁ କରିବାକୁ ଭାରତ ପ୍ରସ୍ତୁତ: ରାଜନାଥ

ନୂଆଦିଲ୍ଲୀ: ସଂସଦରେ ଉଠିଲା ଭାରତ-ଚୀନ ବିବାଦ ପ୍ରସଙ୍ଗ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରଖିଲେ ବିବୃତି । କହିଲେ, ଲଦାଖରେ ଯବାନଙ୍କ ମନୋବଳ ବୃଦ୍ଧି କରାଯାଉଛି ।  ଭାରତ-ଚୀନ୍ ସୀମା ବିବାଦ ଏକ ଜଟିଳ ବିବାଦ । ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ଭାରତ ।…

ଚୀନ ଉପରେ ନାଁ ନନେଇ ବର୍ଷିଲେ ମୋଦି

ଲେହରେ ଯବାନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ମନୋବଳ ବଢାଇଛନ୍ତି । ତାସହ ନାଁ ନେଇ ପରୋକ୍ଷରେ ଚୀନ ଉପରେ ନିର୍ଧୁମ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିସ୍ତାରବାଦ ଯୁଗର ଅନ୍ତ ହୋଇ ସାରିଛି । ଏବେ ବିକାଶବାଦର ଜମାନା । ବର୍ତ୍ତମାନ ବଦଳୁଥିବା ପରିସ୍ଥିତିରେ ବିକାଶବାଦ…

LAC ଟେନସନ୍ ଭିତରେ ଲେହରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଏଲଏସିରେ ଭାରତ-ଚୀନ ମଧ୍ୟରେ ଅଶାନ୍ତି ଲାଗି ରହିଥିବା ବେଳେ ଅଚାନକ ଜମ୍ମୁ କଶ୍ମୀରର ଲେହରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳୁ ସକାଳୁ ନିମୁର ଫରଓ୍ୱାଡ ପୋଷ୍ଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ସେନାର ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା…

PoKରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିବା ସ୍ପେଶାଲ୍ ଫୋର୍ସ LACରେ ମୁତୟନ

ଜମ୍ମୁ କଶ୍ମୀର: ସୀମାରେ ଚକମା ଖାଇବ ଚୀନ୍ । ବିଶୃଙ୍ଖଳିତ ଡ୍ରାଗନକୁ ସାବାଡ କରିବାକୁ ଭାରତ କରୁଛି ରଣନୀତି । ଗଲଓ୍ୱାଟ ଘାଟି ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଚୀନକୁ କଡ଼ା ଜବାବ ଦେବା ପାଇଁ କେନ୍ଦ୍ର ସରକାର ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି । ଏବେ ଲଦାଖରେ ମୁତୟନ…

ଗଲଓ୍ୱାନ ଘାଟିରୁ ପଛକୁ ହଟିବେ ଭାରତ ଓ ଚୀନ୍ ସୈନ୍ୟ

ଜମ୍ମୁ କଶ୍ମୀର: ପୂର୍ବ ଲଦାଖର ଗଲଓ୍ୱାନ ଘାଟି ଓ ଗୋଗ୍ରା ହଟସ୍ପ୍ରିଙ୍କରୁ ସେନ୍ୟ ପ୍ରତ୍ୟାହାର କରିବେ ଉଭୟ ଭାରତ ଓ ଚୀନ । ବୀବାଦୀୟ ସ୍ଥାନରୁ ଦୁଇ ଦେଶ ପଛକୁ ହଟିବା ନେଇ ସହମତି ହୋଇଛି । ପୂର୍ବ ଭଳି ସୀମାରେ ଶାନ୍ତି ବଜାର ରଖିବେ । ଦୁଇ ଦେଶର ସେନା ମଧ୍ୟରେ ଏନେଇ ୧୨ ଘଣ୍ଟାର ମାରାଥନ୍…

ମୋଦି ବନାମ ମନମୋହନ ଗ୍ରାଫ୍: ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟ୍ୱିଟ୍ ତୀର

ନୂଆଦିଲ୍ଲୀ: ଭାରତ-ଚୀନ ଭିତରେ ସୀମା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ କେତେବେଳେ ବାକ୍ୟ ବାଣ ତ କେବେ ଟ୍ୱିଟ୍ କରି ହମଲା କରୁଛନ୍ତି ରାହୁଲ ଗାନ୍ଧି । ୫୯ ଚାଇନିଜ୍ ଆପକୁ ବ୍ୟାନ କରିବାର ଦିନେ ପରେ ଓ ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ଆଗରୁ ଟ୍ୱିଟ୍ କରି କେନ୍ଦ୍ର…

ଭାରତ-ଚୀନ ମଧ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଥମୁନି । ଆଜି ତୃତୀୟ ଥର ଦୁଇ ଦେଶର ସେନା ମଧ୍ୟରେ ହେବ ଆଲୋଚନା । ଲେଫ୍ଟେନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚାନ ହେବ । ଇଷ୍ଟର୍ଣ୍ଣ (ପୂର୍ବ) ଲଦାଖରେ ଶାନ୍ତି ଫେରାଇ ଆଣିବା ସହ ସୀମାର ସମ୍ବେଦନଶୀଳ ଅଞ୍ଚଳରୁ ସେନା ପ୍ରତ୍ୟାହାର ନେଇ ଆଲୋଚନା ହେବ । ଲାଇନ୍…

ଭାରତ-ଚୀନ ସୀମା ବିବାଦରେ ମୋଦିଙ୍କୁ ମନମୋହନଙ୍କ ଚିଠି

ନୂଆଦିଲ୍ଲୀ:ଗଲଓ୍ବାନ ଘାଟି ସଂଘର୍ଷ ଓ ଭାରତ-ଚୀନ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସେ କହିଛନ୍ତି, ୨୦ ଭାରତୀୟ ଯବାନଙ୍କ ବଦଳିଦାନ ବ୍ୟର୍ଥ ଯବନି । ଏହାସହ ମୋଦିଙ୍କୁ ସମାଲୋଚନା କରି ମନମୋହନ କହିଛନ୍ତି,…